ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତଟ ରେଳ ବିଭାଗରେ ରେଡିଓଗ୍ରାଫର, ନର୍ସିଂ ସୁପରିଟେନଡେଣ୍ଟ, ଲ୍ୟାବ ଆସିଷ୍ଟାଣ୍ଟ ଏବଂ ଓଟି ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ପଦବୀଗୁଡ଼ିକ ସିଧାସଳଖ ଇଣ୍ଟରଭ୍ୟୁ କରାଯାଇ ପୂରଣ କରାଯିବ।

ଇଣ୍ଟରଭ୍ୟୁ ପାଇଁ ତାରିଖ – ସେପ୍ଟେମ୍ଵର ୩୦ରୁ ଅକ୍ଟୋବର ୧୬ (ଶନିବାର, ରବିବାର ଏବଂ ଛୁଟିଦିନ ବ୍ୟତୀତ)

ଇଣ୍ଟରଭ୍ୟୁ ସ୍ଥାନ – ଦ୍ଵିତୀୟ ମହଲା, ରେଳ ସଦନ, ଚନ୍ଦ୍ରଶେଖରପୁର, ଭୁବନେଶ୍ଵର

ରେଡିଓଗ୍ରାଫର

ପଦବୀ ସଂଖ୍ୟା – ୧

ବୟସ ସୀମା – ସର୍ବନିମ୍ନ ୧୯, ସର୍ବାଧିକ ୩୩ ବର୍ଷ

ବେତନ – ୨୯,୨୦୦ ଟଙ୍କା(ମାସିକ)

ଯୋଗ୍ୟତା – ଯେକୌଣସି  ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ରେଡିଓଗ୍ରାଫି/ଏକ୍ସରେ ଟେକ୍ନିକସିଆନ୍/ ରେଡ଼ିଓ ଡାଇଗ୍ନୋସିସ୍ ଟେକ୍ନୋଲୋଜି ବିଷୟରେ ୨ ବର୍ଷିଆ କୋର୍ସ କରିଥିବା ଆବଶ୍ୟକ।

ନର୍ସିଂ ସୁପରିଟେନଡେଣ୍ଟ

ପଦବୀ ସଂଖ୍ୟା – ୫ଟି

ବୟସ ସୀମା – ସର୍ବନିମ୍ନ ୨୦, ସର୍ବାଧିକ ୪୦ ବର୍ଷ

ବେତନ – ୪୪,୯୦୦ ଟଙ୍କା(ମାସିକ)

ଯୋଗ୍ୟତା – ନର୍ସିଂ କ୍ଷେତ୍ରରେ ଇଣ୍ଡିଆନ ନର୍ସିଂ କାଉନସିଲ୍‌ ଦ୍ଵାରା ସ୍ଵୀକୃତିପ୍ରାପ୍ତ ପ୍ରମାଣପତ୍ର ଲାଭ କରିଥିବା ଆବଶ୍ୟକ।

ଲ୍ୟାବ ଆସିଷ୍ଟାଣ୍ଟ

ପଦବୀ ସଂଖ୍ୟା – ୧

ବୟସ ସୀମା – ସର୍ବନିମ୍ନ ୧୮, ସର୍ବାଧିକ ୩୩ ବର୍ଷ

ବେତନ – ୨୧,୭୦୦ ଟଙ୍କା(ମାସିକ)

ଯୋଗ୍ୟତା – ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିରେ ଡିପ୍ଲୋମା କିମ୍ଵା ଏହି ବିଷୟରେ ସାର୍ଟିଫିକେଟ କୋର୍ସ କରିଥିବା ଆବଶ୍ୟକ।ଓଟି ଆସିଷ୍ଟାଣ୍ଟ

ପଦବୀ ସଂଖ୍ୟା -୨ଟି

ବୟସ ସୀମା – ସର୍ବନିମ୍ନ ୧୮, ସର୍ବାଧିକ ୩୩ ବର୍ଷ

ବେତନ – ୧୯,୯୦୦ ଟଙ୍କା(ମାସିକ)

ଯୋଗ୍ୟତା – ମେଟ୍ରିକ୍ ପାସ୍ ଏବଂ ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଡ୍ରେସିଂ ବିଷୟରେ ସାର୍ଟିଫିକେଟ ହାସଲ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment