ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI_4ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଅଧୀନରେ ସରକାରୀ ମହାବିଦ୍ୟାଳୟରେ ୫ଟି ପିଇଟି ଶିକ୍ଷକ ପଦ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୬ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ନାମ – ପିଇଟି ଶିକ୍ଷକ

ପଦବୀ ସଂଖ୍ୟା –

  • ସାଧାରଣ ବର୍ଗ – ୩ଟି
  • ଏସ୍‌ଟି – ୨ଟି
  • ମୋଟ୍ – ୫ଟି

ବେତନ –

  • ୯,୩୦୦-୩୪,୮୦୦ ଟଙ୍କା(ମାସିକ)

ଆବେଦନ ପାଇଁ ବୟସ ସୀମା –

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଆବେଦନ ପାଇଁ ଶେଷ ତାରିଖ – ୧୬ ନଭେମ୍ଵର ୨୦୨୦

ଶିକ୍ଷାଗତ ଯୋଗ୍ୟତା – ଭାରତ ସରକାରଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ବିଶ୍ଵବିଦ୍ୟାଳୟରୁ ଶାରିରୀକ ଶିକ୍ଷା(ଏମ୍‌ପିଇଡି)ରେ ସ୍ନାତକୋତ୍ତର କରିଥିବା ଆବଶ୍ୟକ।

ଆବେଦନ ପାଇଁ ଫି – ୫୦୦ ଟଙ୍କା(ଏସ୍‌ଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ମାଗଣା)

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment