ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ଓଡ଼ିଶା ଖଣି ନିଗମ ଅଧୀନରେ ୬ ଗୋଟି ମ୍ୟାନେଜର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୨୨ ପୂର୍ବରୁ ପୋଷ୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ନାମ – ମ୍ୟାନେଜର

ପଦବୀ ସଂଖ୍ୟା –

  • ସାଧାରଣ ବର୍ଗ – ୨ଟି
  • ଏସ୍‌ସି – ୨ଟି
  • ଏସ୍‌ଟି – ୨ଟି
  • ମୋଟ୍ – ୬ଟି

omcଦରମା – ୬୭,୭୦୦- ୨,୦୮,୭୦୦ ଟଙ୍କା(ମାସିକ)

ବୟସ ସୀମା – ପ୍ରାର୍ଥୀଙ୍କୁ ୩୬ ବର୍ଷରୁ ଅଧିକ ବୟସ ହୋଇ ନଥିବ।

ଆବେଦନ ପାଇଁ ଶେଷ ତାରିଖ – ୨୨ ଅକ୍ଟୋବର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment