ଓଡ଼ିଶାଲାଇଭ୍ ବ୍ୟୁରୋ

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଏବଂ ସମ୍ ହସ୍ପିଟାଲ୍‌ରେ ଜୁନିଅର ଏବଂ ସିନିଅର ଡାକ୍ତର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୧୫ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ –

  • ଜୁନିଅର ଡାକ୍ତର
  • ସିନିଅର ଡାକ୍ତର

ଯୋଗ୍ୟତା –

  • ଜୁନିଅର ଡାକ୍ତର – ଏମ୍‌ବିବିଏସ୍‌ / ବିଏଚ୍‌ଏମ୍‌ଏସ୍‌ / ବିଏଏମ୍‌ଏସ୍‌
  • ସିନିଅର ଡାକ୍ତର – ଏମ୍‌ଡି(ମେଡିସିନ) / ଏମ୍‌ଡି(ହୋମିଓପାଥି) / ଏମ୍‌ଡି(ଆୟୁର୍ବେଦ)

ଦରମା – ଦୈନିକ ହିସାବରେ

  • ଜୁନିଅର ଡାକ୍ତର – ୩୦୦୦(ଓ୍ଵାର୍ଡ) ଏବଂ ୪୫୦୦(ଆଇସିୟୁ)
  • ସିନିଅର ଡାକ୍ତର -୪୫୦୦(ଓ୍ଵାର୍ଡ) ଏବଂ ୬୦୦୦(ଆଇସିୟୁ)

ଆବେଦନ ପାଇଁ ଶେଷ ତାରିଖ – ୧୫ ଅକ୍ଟୋବର ୨୦୨୦

ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ – hr@soa.ac.in

Comment