ଓଡ଼ିଶାଲାଇଭ୍ ବ୍ୟୁରୋ

NALCOଜାତୀୟ ଆଲୁମିନିୟମ କମ୍ପାନି ଲିମିଟେଡ(ନାଲ୍‌କୋ)ରେ ଡାକ୍ତର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨ ପୂର୍ବରୁ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ଯୋଗ୍ୟତା –

ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର୍  

  • ୫ଟି ପଦବୀ
  • ଏମ୍‌ବିବିଏସ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ସ୍ପେଶିଆଲିଷ୍ଟ ଡାକ୍ତର

  • ୧୧ଟି ପଦବୀ
  • ଏମ୍‌ବିବିଏସ୍ ଡିଗ୍ରୀ ଏବଂ ପେଡ୍ରିଆଟିକ୍‌ରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଆବେଦନ ପାଇଁ ଫି – ୧୦୦ ଟଙ୍କା

ଆବେଦନ ନିମନ୍ତେ ଶେଷ ତାରିଖ – ୨ ନଭେମ୍ଵର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

 

Comment