ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI_4ଓଡ଼ିଶା ଇସ୍ପାତ ଏବଂ ଖଣିଜ ବିଭାଗ ଅଧୀନରେ ଖଣି ଓ ଭୂତତ୍ତ୍ଵ ସେବାରେ ୪୨ ଗୋଟି ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ଜିଓଲୋଜିଷ୍ଟ – ୩୨ଟି ପଦବୀ
  • ପେଟ୍ରୋଲୋଜିଷ୍ଟ – ୩ଟି ପଦବୀ
  • ଜିଓଫିଜିଷ୍ଟ – ୨ଟି ପଦବୀ
  • ମାଇନିଂ ଅଫିସର – ୫ଟି ପଦବୀ

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଶିକ୍ଷାଗତ ଯୋଗ୍ୟତା

  • ଜିଓଲୋଜିଷ୍ଟ – ପ୍ରାର୍ଥୀଜଣଙ୍କ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵାବିଦ୍ୟାଳୟରୁ ଜିଓଲୋଜି କିମ୍ଵା ଆପ୍ଲାଏଡ ଜିଓଲୋଜିରେ ସ୍ନାତକ ଅଥବା ଆଇଆଇଟିରୁ ଆପ୍ଲାଏଡ ଜିଓଲୋଜିରେ ଡିପ୍ଲୋମା କରିଥିବା ଆବଶ୍ୟକ।
  • ପେଟ୍ରୋଲୋଜିଷ୍ଟ – ପ୍ରାର୍ଥୀଜଣଙ୍କ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵାବିଦ୍ୟାଳୟରୁ ଜିଓଲୋଜି କିମ୍ଵା ଆପ୍ଲାଏଡ ଜିଓଲୋଜିରେ ସ୍ନାତକ ଅଥବା ଆଇଆଇଟିରୁ ଆପ୍ଲାଏଡ ଜିଓଲୋଜିରେ ଡିପ୍ଲୋମା କରିଥିବା ଆବଶ୍ୟକ।
  • ଜିଓଫିଜିଷ୍ଟ – ପ୍ରାର୍ଥୀଜଣଙ୍କ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵାବିଦ୍ୟାଳୟରୁ ଏକ୍ସପ୍ଲୋରେସନ୍ କିମ୍ଵା ଆପ୍ଲାଏଡ ଜିଓଫିଜିକ୍ସରେ ସ୍ନାତକ ଅଥବା ଆଇଆଇଟିରୁ ଏହି ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ।
  • ମାଇନିଂ ଅଫିସର – ପ୍ରାର୍ଥୀଜଣଙ୍କ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵାବିଦ୍ୟାଳୟରୁ ମାଇନିଂ ଇଞ୍ଜିନିୟରିଂରେ ଡିଗ୍ରୀ କରିଥିବା ଆବଶ୍ୟକ।

ଆବେଦନ ଫି – ୫୦୦ ଟଙ୍କା

ଆବେଦନ ଆରମ୍ଭ – ୨୧ ଅକ୍ଟୋବର ୨୦୨୦

ଆବେଦନ ପାଇଁ ଶେଷ ତାରିଖ – ୨୦ ନଭେମ୍ଵର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment