ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ଓଡ଼ିଶା ନିର୍ମାଣ ନିଗମ ଅଧୀନରେ ୯ଟି କ୍ଲର୍କ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୫ ପୂର୍ବରୁ ଡାକ ଯୋଗେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

  • ସାଧାରଣ ବର୍ଗ – ୫ଟି
  • ଏସ୍‌ସିବିସି – ୧ଟି
  • ଏସ୍‌ଟି – ୨ଟି
  • ଏସ୍‌ସି – ୧ଟି
  • ମୋଟ୍ – ୯ଟି

ବେତନ – ୯,୦୦୦ ଟଙ୍କା(ମାସିକ)

ଆବେଦନ ପାଇଁ ଯୋଗ୍ୟତା

  • ସରକାରୀ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଯେକୌଣସି ସମ୍ମାନରେ ସ୍ନାତକ ହାସଲ କରିଥିବା ଆବଶ୍ୟକ।
  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ୨ ବର୍ଷ ଅବଧିର ପିଜିଡିସିଏ(PGDCA) କୋର୍ସ କରିଥିବା ଆବଶ୍ୟକ।

ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଆବେଦନ ପାଇଁ ଶେଷ ତାରିଖ ନଭେମ୍ଵର ୨୦୨୦

ଡାକ ଯୋଗେ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ

Comment