ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୧,୩୭୨ ଆକ୍ରାନ୍ତ, ୧୭ ମୃତ
- ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୦୦,୧୪୦କୁ ବଦ୍ଧି
- ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୪୧୦କୁ ବୃଦ୍ଧି
ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଆଜି ଆଉ ୧,୩୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୭୯୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୭୬ ଜଣ ପଜିଟିଭ୍ ଅଛନ୍ତି। ସେହିପରି ଆଜି ପୁଣି ୧୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।
Covid-19 Report For 6th November
New Positive Cases: 1372
In Quarantine: 796
Local Contacts: 576(Details of local contacts will be shared by concerned District Administration)
District Wise Cases:
1. Angul: 81
2. Balasore: 31
3. Bargarh: 40
4. Bhadrak: 31
5. Balangir: 40— I & PR Department, Odisha (@IPR_Odisha) November 7, 2020
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୨୧ ଜଣ, ନୂଆପଡ଼ାରୁ ୧୦୮ ଜଣ, ସୁନ୍ଦରଗଡ଼ରୁ ୯୬ ଜଣ, ଅନୁଗୁଳରୁ ୮୧ ଜଣ, ମୟୂରଭଞ୍ଜରୁ ୭୮ ଜଣ, ଜଗତସିଂହପୁରରୁ ୭୦ ଜଣ ପଜିଟିଭ୍ ଅଛନ୍ତି।
22. Mayurbhanj: 78
23. Nawarangpur: 26
24. Nayagarh: 32
25. Nuapada: 108
26. Puri: 53
27. Rayagada: 11
28. Sambalpur: 37
29. Sonepur: 19
30. Sundargarh: 96
31. State Pool: 30New recoveries: 1641
Cumulative tested: 4888509
Positive: 300140
Recovered: 285174
Active cases: 13503— I & PR Department, Odisha (@IPR_Odisha) November 7, 2020
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୦୦,୧୪୦କୁ ବଦ୍ଧି ପାଇଛି। ସେଥିମଧ୍ୟରୁ ୨,୮୫,୧୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୫୦୩ଟି ଆକ୍ଟିଭ୍ କେସ୍ ରହିଛି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୪୧୦କୁ ବୃଦ୍ଧି ପାଇଛି।














