ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୭୫୭ ନୂଆ ଆକ୍ରାନ୍ତ, ୧୬ ମୃତ
- ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୨,୫୪୫କୁ ବୃଦ୍ଧି
- ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୦୮କୁ ବୃଦ୍ଧି
ରାଜ୍ୟର ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଆଜି ଚିହ୍ନଟ ହୋଇଛନ୍ତି ୭୫୭ ଜଣ ନୂଆ ପଜିଟିଭ୍। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୪୩୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୨୧ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟପଟେ ଆଜି ପୁଣି ୧୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।
Covid-19 Report For 19th November
New Positive Cases: 757
In Quarantine: 436
Local contacts: 321(Details of local contacts will be shared by concerned District Administration)
District Wise Cases:
1. Angul: 75
2. Balasore: 34
3. Bargarh: 12
4. Bhadrak: 19
5. Balangir: 35— I & PR Department, Odisha (@IPR_Odisha) November 20, 2020
ଆଜି ଅନୁଗୁଳରୁ ସର୍ବାଧିକ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୭୦ ଜଣ, କଟକରୁ ୬୭ ଜଣ, ସୁନ୍ଦରଗଡ଼ରୁ ୫୨ ଜଣ, ମୟୂରଭଞ୍ଜରୁ ୪୩ ଜଣ, ଜଗତସିଂହପୁରରୁ ୪୨ ଜଣ ପଜିଟିଭ୍ ଅଛନ୍ତି।
22. Nawarangpur: 10
23. Nayagarh: 6
24. Nuapada: 41
25. Puri: 9
26. Rayagada: 4
27. Sambalpur: 35
28. Sonepur: 1
29. Sundargarh: 52
30. State Pool: 14New recoveries: 1019
Cumulative tested: 5471180
Positive: 312545
Recovered: 302796
Active cases: 8088— I & PR Department, Odisha (@IPR_Odisha) November 20, 2020
ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୨,୫୪୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୦୨,୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୮,୦୮୮ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୦୮କୁ ବୃଦ୍ଧି ପାଇଛି।














