ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଆଜି ୪୩୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୨୪୯ ଜଣ ଥିବା ବେଳେ ୧୮୫ଟି ଲୋକାଲ୍ କେସ୍ ଅଛି। ଅନ୍ୟପଟେ ରାଜ୍ୟରେ ଆଜି ଆଉ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪୫ ଜଣ, ସୁନ୍ଦରଗଡ଼ରୁ ୪୧ ଜଣ, ନୂଆପଡ଼ାରୁ ୩୦ ଜଣ, ବଲାଙ୍ଗିରରୁ ୨୯ ଜଣ, କଟକରୁ ୨୮, କେନ୍ଦୁଝରରୁ ୨୫ ଜଣ ଆକ୍ରାନ୍ତ ଅଛନ୍ତି।
Covid-19 Report For 2nd December
New Positive Cases : 434
In quarantine: 249
Local contacts: 185(Details of local contacts will be shared by concerned District Administration)
District Wise Cases:
1. Angul: 45
2. Balasore: 10
3. Bargarh: 23
4. Bhadrak: 8
5. Balangir: 29— I & PR Department, Odisha (@IPR_Odisha) December 3, 2020
ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୨୦,୦୧୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୧୩,୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ୪,୮୧୫ ଜଣ ସକ୍ରିୟ ରୋଗୀ ଅଛନ୍ତି। ଏଥିସହ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୭୫୫କୁ ବୃଦ୍ଧି ପାଇଛି।
23. Nuapada: 30
24. Puri: 19
25. Rayagada: 1
26. Sambalpur: 8
27. Sonepur: 1
28. Sundargarh: 41
29. State Pool: 11New recoveries: 660
Cumulative tested: 6019855
Positive: 320017
Recovered: 313394
Active cases: 4815— I & PR Department, Odisha (@IPR_Odisha) December 3, 2020














