ଓଡ଼ିଶାଲାଇଭ୍ ବ୍ୟୁରୋ

୨୪ ମାର୍ଚ୍ଚ, ୨୦୨୧

  • କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁରୀରେ ଚେକିଂ କଡ଼ାକଡ଼ି, ବିଭିନ୍ନ ଛକରେ ପୋଲିସ ମୁତୟନ
  • ଟିବି ନିରାକରଣ ଓ ପରିଚାଳନାରେ ଓଡ଼ିଶା ଦ୍ଵିତୀୟ, କେନ୍ଦ୍ର ସରକାରଙ୍କ ପକ୍ଷରୁପୁରସ୍କୃତ ହେଲା ଓଡ଼ିଶା
  • ଅଳ୍ପ ସମୟ ମଧ୍ୟରେ ସବୁଠୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଥିବା ବ୍ରିଟେନର କୋଭିଡ ଷ୍ଟ୍ରେନ ଓଡ଼ିଶାର ତିନି ଜଣଙ୍କଠାରେ ଠାବ
  • କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କଟକ ବଡ଼ ମେଡିକାଲରେ ବ୍ୟାପକ ପ୍ରସ୍ତୁତି, ଖୋଲିଲା ସ୍ୱତନ୍ତ୍ର କୋଭିଡ ୱାର୍ଡ
  • କୋଭିଡ ନିୟମ ମାନ ନହେଲେ ବଡ଼ ଅଙ୍କର ଜରିମାନା ଦିଅ – ରାଜଧାନୀ ଲୋକଙ୍କୁ କମିସନରେଟ ପୋଲିସର ତାଗିଦ
  • ଓଡ଼ିଶାରେ ୨୫୩୧ ଘରୋଇ ସ୍କୁଲ ବିନା ଏନଓସିରେ ଚାଲିଛନ୍ତି, ବିଧାନସଭାରେ ଏହା କହିଲେ ଗଣଶିକ୍ଷା ମନ୍ତ୍ରୀ
  • କରୋନା ସଂଖ୍ୟା ପୁଣି ବଢ଼ୁଥୁବାରୁ ସାନିଟାଇଜେସନ ପାଇଁପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସପ୍ତାହରେ ଦିନେ ବନ୍ଦ ରହିବ, ଶୀଘ୍ର ଏନେଇ ଘୋଷଣା ହେବ
  • ସପ୍ତାହକ ଭିତରେ ଦ୍ଵିତୀୟ ଘଟଣା – ଶୈଳଶ୍ରୀ ବିହାରର ଏକ ଘରୁ ନିଖୋଜ ଛାତ୍ରଙ୍କ ମୃତ ଦେହ ପାଇଲା ପୋଲିସ
  • ଏନଆଇଟି ରାଉରକେଲାର ୩ ଛାତ୍ରକରୋନା ପଜିଟିଭ, ରାଷ୍ଟ୍ରପତିଙ୍କ ଗସ୍ତ ଶେଷ ପରେ ପରେ କରୋନା ଆକ୍ରାନ୍ତ ହୋଇଛନ୍ତି ଶିକ୍ଷାର୍ଥୀ
  • କଣ୍ଟ୍ରୋଲର ଅଫ ଫାଇନାନ୍ସଙ୍କ ନିକଟରେ ବିଶ୍ୱବିଦ୍ୟାଳୟ କର୍ମଚାରୀ ହାଜର ହେବାକୁ କୁହାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଗର୍ଜିଲା ବିଜେପି

Comment