ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମହାସମରରେ ଆଜି ଦେଖିବାକୁ ମିଳିବ ଏକ ହାଇଭୋଲଟେଜ୍ ମୁକାବିଲା। କାହିଁକି ନା ଆଜି ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍କ୍ସକୁ ସନ୍ ରାଇଜର୍ସ ହାଇଦ୍ରାବାଦ୍। ଅପରାହ୍‌ଣ ୩.୩୦ରେ ଚେନ୍ନାଇର ଏମ ଏ ଚିଦାମ୍ଵରମ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।

ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇଟି ଯାକ ଦଳ ପଛରେ ପଡ଼ିଯାଇଛନ୍ତି। ପଞ୍ଜାବ ୩ଟି ମ୍ୟାଚ୍‌ରୁ ଗୋଟିଏ ଜିତିଥିବା ବେଳେ ହାଇଦ୍ରାବାଦ୍ ଏଯାଏଁ ଖାତା ଖୋଲିପାରି ନାହିଁ। ତେଣୁ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଗୁରୁତ୍ଵ ରଖିବ। ତେବେ ଦେଖିବାକୁ ବାକି ରହିଲା କିଏ ବାଜି ମାରୁଛି।

ପଞ୍ଜାବ କିଙ୍ଗସ୍

କେଏଲ୍ ରାହୁଲ (ଅଧିନାୟକ), କ୍ରିସ୍ ଗେଲ୍, ଦାଓ୍ଵିଡ୍ ମଲାନ୍, ଦିପକ୍ ହୁଡ୍ଡା, ମନ୍ଦୀପ ସିଂହ, ମୟଙ୍କ ଅଗ୍ରଓ୍ଵାଲ୍, ସର୍ଫରାଜ ଖାନ୍, ସାହାରୁଖ ଖାନ୍, ଫବିଆନ୍ ଆଲେନ୍, ଜଲାଜ୍ ସକ୍ସେନା, ମୋଇସେସ୍ ହେନେରିକ୍ୟୁସ୍, ଉତ୍କର୍ସ ସିଂହ, ନିକୋଲାସ୍ ପୁରନ୍, ପ୍ରଭିସିମରନ୍ ସିଂହ, ଅର୍ସଦିପ୍ ସିଂହ, କ୍ରିସ୍ ଜୋରଦାନ୍, ଦର୍ଶନ ନାଲକାଣ୍ଡେ, ହର୍‌ପ୍ରୀତ ବ୍ରାର୍, ଈଶାନ୍ ପୋରେଲ୍, ଝି ରିଚାର୍ଡସନ୍, ମହମ୍ମଦ ସାମି, ମୁରୁଗାନ୍ ଅଶ୍ଵିନ, ରବି ବିଷ୍ଣୋଇ, ରିଲେ ମେରେଦିଥ୍, ସୌରଭ କୁମାର।

ସନରାଇଜର୍ସ ହାଇଦ୍ରାବାଦ୍

ଡେଭିଡ ଓ୍ଵାର୍ଣ୍ଣର(ଅଧିନାୟକ), ଅବ୍ଦୁଲ୍ ସାମଦ୍, ଜସନ୍ ରୟ, କେନ୍ ଓ୍ଵିଲିୟମସନ୍, ମନିଷ୍ ପାଣ୍ଡେ, ପ୍ରିୟମ୍ ଗର୍ଗ, ବିରାଟ ସିଂହ, ଅଭିଶେକ୍ ଶର୍ମା, ଜସୋନ୍ ହୋଲ୍ଡର, କେଦାର ଯାଦବ, ମହମ୍ମଦ ନବି, ବିଜୟ ଶଙ୍କର, ଜନି ବାଇରଷ୍ଟୋ, ଶ୍ରୀଭଟ୍ସ ଗେସ୍ଵାମୀ, ଭୁବନେଶ୍ଵର କୁମାର, ଜଗଦୀଶ ସୁଚିଥ୍, ଖଲିଲ୍ ଅହମ୍ମଦ, ମୁଜିବ୍ ଉର୍ ରେହମାନ୍, ରସିଦ୍ ଖାନ୍, ସନ୍ଦୀପ ଶର୍ମା, ସାହାବାଜ୍ ନାଦିମ୍, ସିଦ୍ଧାର୍ଥ କୌଲ୍, ଟି ନଟରାଜନ୍।

LEAVE A REPLY

Please enter your comment!
Please enter your name here