ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ଆଲବମ୍ ହେଉ କି ସିନେମା, ସବୁଥିରେ ଥାଏ ତାଙ୍କ ସଙ୍ଗୀତର ଯାଦୁଗରୀ। ଓଲିଉଡ୍ ସହ ବଲିଉଡ୍‌ରେ ବି ନିଜ ସଙ୍ଗୀତର ଚମକ ଦେଖାଇଛନ୍ତି ପ୍ରେମ୍ ଆନନ୍ଦ।

କେନ୍ଦ୍ରାପଡ଼ାର ସାନଗାଁରୁ କଟକ ଏବଂ ମାୟାନଗରୀ ବମ୍ଵେ ପର୍ଯ୍ୟନ୍ତ ପ୍ରେମ୍ ଆନନ୍ଦଙ୍କ ସଫଳ ସଙ୍ଗୀତ ଯାତ୍ରା, ତାଙ୍କ ଜୀବନରେ ଆସିଥିବା ଅନେକ ଉତ୍ଥାନ ପତନ ଏବଂ କିଛି ମଜାଳିଆ ମୁହୁର୍ତ୍ତ ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ମନ ଖୋଲି କହିଛନ୍ତି ପ୍ରେମ୍ ଆନନ୍ଦ।  

ଜୁଲାଇ ୨୯, ଶୁକ୍ରବାର ଦିନ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚାନେଲରେ ଦେଖନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ସମ୍ପୂର୍ଣ୍ଣ ଭିଡିଓ ସାକ୍ଷାତକାର।

Tags: #PremAnand #MusicalScientist #Music #Odisha

LEAVE A REPLY

Please enter your comment!
Please enter your name here