ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ସଙ୍ଗୀତ ଜଗତର ଜଣେ ଆଗଧାଡ଼ିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ‘ଜଗୁ ଅଟୋ ବାଲା’ ଫିଲ୍ମର ‘ଭିଜା ଭିଜା କୁହୁଡ଼ି ତଳେ’ ଗୀତ ତାଙ୍କୁ ଶ୍ରୋତାଙ୍କ ନିକଟରେ ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ। ୧୦୦ରୁ ଅଧିକ ଫିଲ୍ମ, ୧୦୦୦ରୁ ଅଧିକ ଆଲବମ୍‌ରେ କଣ୍ଠଦାନ ଦାନ କରି ସେ ଆଜି ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ଅନ୍ତରା ତାଙ୍କ ସଙ୍ଗୀତ-ଜୀବନ କାହାଣୀ ବର୍ଣ୍ଣନା କରିଛନ୍ତି। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖନ୍ତୁ ଅନ୍ତରାଙ୍କ ସହ ସମ୍ପୂର୍ଣ୍ଣ ସାକ୍ଷାତକାର।

Tags: #AntaraChakraborty #Music #OdiaEntertainment #OdiaMusic #Music

Comment