ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ଅନେକ ସିରିଏଲରେ ଲେଡି ଭିଲେନ୍‌ ସାଜି ସେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଛନ୍ତି। ଆଜି ନିଜର ଦୃଢ଼ ମନୋବଳ ଯୋଗୁଁ କ୍ୟାନ୍‌ସର ଭଳି ଏକ ମାରାତ୍ମକ ରୋଗ ସହ ଦୀର୍ଘଦିନ ଲଢ଼ିଥିଲେ। ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ରାଜେଶ୍ୱରୀଙ୍କ ମୁହଁରୁ ଶୁଣନ୍ତୁ ସେହି ସଂଘର୍ଷ ଓ ସାହସର କାହାଣୀ।

Comment