ଆମ ସମୟର ଜଣେ ବଳିଷ୍ଠ ଯୁବ ପ୍ରତିଭା ଶାଶ୍ୱତ ଯୋଶୀ। ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ। ଓଡ଼ିଶାର ଟିଟିଲାଗଡ଼ରୁ ଆସି ପୃଥିବୀର ବିଭିନ୍ନ ମଞ୍ଚରେ ନୃତ୍ୟକଳା ପାଇଁ ଆଜି ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାଲାଇଭର ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ଦେଖନ୍ତୁ ଏହି ଉତ୍ସାହୀ ଯୁବଶିଳ୍ପୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ।

Comment