ଅଶୋକ ପଣ୍ଡାରୁ ଆଇଶା ପଣ୍ଡାର ଯାତ୍ରା ତାଙ୍କ ପାଇଁ ସହଜ ନଥିଲା। ନିଜର ପରିଚୟ ପାଇଁ ତାଙ୍କୁ ସମାଜ ଓ ପରିବାର ସହ ଲଢ଼ିବାକୁ ପଢ଼ିଥିଲା। କିନ୍ନର ବୋଲି ସେ ଯେଉଁ ଟାହି ଟାପରା ଶୁଣୁଥିଲେ, ସେଥିରେ ସେ ହାର ମାନି ନଥିଲେ ବରଂ ଲଢ଼ିଥିଲେ। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ କିନ୍ନର ଆଇଶା ପଣ୍ଡାଙ୍କ ସଂଘର୍ଷର କାହାଣୀ।…

Comment