ଆକ୍ସନ ହେଉ କି ରୋମାନ୍ସ, ସବୁଥିରେ ଫିଟ୍ ହେଲାଭଳି କଳାକାର ଜଣକ ହେଲେ ଯଲିଉଡ୍ ଜଗତର ଲୋକପ୍ରିୟ ଅଭିନେତା ବାପି ପଣ୍ଡା। ଦିନେ ଦେଶ ମାତୃକାର ସେବା ପାଇଁ ସେ ସୀମାରେ ଯବାନ ହୋଇ ବନ୍ଧୁକ ଧରିଥିଲେ। ଆଉ ଏବେ ଯାତ୍ରା ମଞ୍ଚରେ ସେ ନାୟକ। ତେବେ ଯୁଦ୍ଧକ୍ଷେତ୍ରରୁ ଅପେରା ପେଣ୍ଡାଲ ପର୍ଯ୍ୟନ୍ତ ବାପି ପଣ୍ଡାଙ୍କ ଯାତ୍ରା, ଅଭିନୟ କ୍ଷେତ୍ରରେ ଲମ୍ବା ଅନୁଭୂତି ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ…

Comment