ବିଷ୍ଣୁଚରଣ ସାହୁରୁ ମେଘନା ସାହୁ, ଏ ଯାତ୍ରା ତାଙ୍କ ପାଇଁ ସହଜ ନଥିଲା। ସେ ଜଣେ କିନ୍ନର ବୋଲି ଜାଣିବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ଘରୁ ବାହାରି ଆସିବା ପରେ ସେ ଅନେକ ଘାତ ପ୍ରତିଘାତର ସାମ୍ନା କରିଥିଲେ। କିନ୍ତୁ ସେ ହାରି ଯାଇନଥିଲେ। ନିଜ ପରିଚୟ ପାଇଁ ସମାଜ ସହ ଲଢ଼ିବା ପରେ ଆଜି ସେ ଜଣେ ପରିଚିତ ଚେହେରା।

Comment