ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଧାତୁ କ୍ଷୟକୁ ନେଇ ବିଭିନ୍ନ ଚିନ୍ତା ମନକୁ ଆସିଥାଏ। ଏହାକୁ ନେଇ ଅନେକ ଚାପଗ୍ରସ୍ତ ମଧ୍ୟ ହୋଇଥାନ୍ତି। ଧାତୁ କ୍ଷୟ ଏକ ରୋଗ ନୁହେଁ ବରଂ ଏହା ଏକ ମାନସିକ ଅବସ୍ଥା ବୋଲି କୁହନ୍ତି ଡାକ୍ତର ସ୍ନେହାଂଶୁ ଦେ।

ସମାଜରେ ଧାତୁ ରୋଗକୁ ନେଇ ଅନେକ କଥା ରହିଛି। କିଏ କୁହେ ଅଧିକ ଧାତୁ ଶରୀରରୁ ଗଲେ ମଣିଷ ପତଳା ହୋଇଯା’ନ୍ତି, ତ କିଏ କହେ ଧାତୁ ଏକ ପ୍ରକାର ରୋଗ। ତେବେ ଧାତୁ ସମସ୍ୟା କ’ଣ? ଏହା ଏକ ପ୍ରକାର ରୋଗ ନା ମାନସିକ ଅବସ୍ଥା। ଏହାର ଚିକିତ୍ସା ବ୍ୟବସ୍ଥା କ’ଣ ରହିଛି। ସେ ସେମ୍ପର୍କରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #DhatSyndrome #Ejaculation #Semen # disease #MentalIllness #DrSnehanshuDey

Comment