ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଭୁବନେଶ୍ୱରର ଶୁଭଙ୍କରୀ ସୁଦେଷ୍ଣା ଦାଶ। ଦ୍ୱିତୀୟ ଚେଷ୍ଟାରେ ସେ ଏହି ସଫଳତା ପାଇଛନ୍ତି। ଶୁଭଙ୍କରୀ କହନ୍ତି ସଫଳତା ପାଇଁ ‘ସେଲଫ୍ ଷ୍ଟଡି ବେଷ୍ଟ ଫର୍ମୁଲା’।

Comment