“ପିଲାବେଳୁ ମତେ ଝିଅଙ୍କ ସହ ସାଙ୍ଗ ହେବାକୁ ଭଲ ଲାଗୁଥିଲା। ସେମାନଙ୍କ ଭଳି ସଜ ହେବାକୁ ଭଲ ଲାଗୁଥିଲା। ସେତେବେଳେ ମୁଁ ଟ୍ରାନ୍ସଜେଣ୍ଡର କ’ଣ ମଧ୍ୟ ଜାଣିନଥିଲି। ଧୀରେ ଧୀରେ ବୟସ ବଢ଼ିବା ସହ ବୁଝିପାରିଲି ମୁଁ ଜଣେ କିନ୍ନର’’, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ କହିଛନ୍ତି ଆଇଶା ପଣ୍ଡା। ଦେଖନ୍ତୁ ଭିଡିଓ…

Comment