“ଓଡ଼ିଶା ସରକାର ୨୦୦୧ ମସିହାରୁ ଆରମ୍ଭ କରିଥିବା ମିଶନ ଶକ୍ତି ଏବେ ୭୦ ଲକ୍ଷ ସଶକ୍ତ ମହିଳାଙ୍କୁ ନେଇ ଏକ ବଡ଼ ଶକ୍ତି ପାଲଟିଛି। ମହିଳାଙ୍କ ସଶକ୍ତିକରଣ ବିନା କୌଣସି ଦେଶ, ରାଜ୍ୟ ତଥା ସମାଜ ଉନ୍ନତି କରିପାରେ ନାହିଁ। ମହିଳାମାନଙ୍କ ବିକାଶରେ ସମସ୍ତଙ୍କର ବିକାଶ ହୋଇଥାଏ। ସମ୍ପ୍ରତି ଓଡ଼ିଶାରେ ୬ ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି, ସେମାନଙ୍କ ସର୍ବାଙ୍ଗୀଣ ଉନ୍ନତି ପାଇଁ ଆମ ସରକାର ସର୍ବଦା ତତ୍ପର।”, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Tags: #MakeInOdishaConclave2022 #MissionShaktiSession #womenentrepreneurs #SHG #CMNaveenPattanaik #Odisha

Comment