“ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ବଡ଼ ବଡ଼ ନିବେଶକଙ୍କ ସହ ଗ୍ରାମାଞ୍ଚଳରୁ ଆସିଥିବା ଅନେକ ମହିଳା ଉଦ୍ୟୋଗୀ ଏକାଠି ହୋଇଛନ୍ତି। ରାଜ୍ୟ ସରକାରଙ୍କ ଦିଗଦର୍ଶନରେ ୨୦ ବର୍ଷରେ ପହଁଞ୍ଚିଥିବା ମିଶନ ଶକ୍ତି ଆଜି ଓଡ଼ିଶାର ମହିଳାମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡ଼ିଶାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଯେଭଳି କ୍ଷୁଦ୍ର ଉଦ୍ୟୋଗରେ ପରିଣତ ହେବେ, ତାହା ସରକାରଙ୍କ ଲକ୍ଷ୍ୟ।” ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ରେ ଯୋଗଦେଇ କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନ।

Tags: #MakeInOdishaConclave2022 #MissionShaktiSession #womenentrepreneurs #SHG #Sujatakarthikeyan #Odisha

Comment