ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ଚିକିତ୍ସା ଅବସ୍ଥାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲାବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଏମରଜେନ୍ସି ବିଭାଗରେ ସମସ୍ତ ଆହତ ଯାତ୍ରୀ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲ ପରିସରରେ ପୁର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବାଙ୍ଗିରିପଷି ବିଧାୟକ ସୁଦାମ ମାର୍ଣ୍ଡି ଉପସ୍ଥିତ ରହି ଗୁରୁତରମାନଙ୍କ ସମସ୍ୟା ବୁଝିଛନ୍ତି।

ମୟୂରଭଞ୍ଜ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ ହସ୍ପିଟାଲ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସା ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Tags: #Mayurbhanj #Baripada #BusOverturn #OneDead #30Injured #Odisha

LEAVE A REPLY

Please enter your comment!
Please enter your name here