ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ସିବିଏସଇ ଦଶମ ଦ୍ଵାଦଶ ବୋର୍ଡ ପରୀକ୍ଷା ଏନେଇ ସିବିଏସଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୧୫ରୁ ୨୧ ମାର୍ଚ୍ଚ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ୧୫ ଫେବ୍ରୁଆରିରୁ ଏପ୍ରିଲ ଯାଏଁ ଚାଲିବ

ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ ଏଥିପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ ପକ୍ଷରୁ ଡାଟାସିଟ୍ ପ୍ରକାଶ ପାଇଛି ଛାତ୍ରଛାତ୍ରୀ cbse.nic.inକୁ ଯାଇ ଡାଟାସିଟକୁ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପରୀକ୍ଷା ମଧ୍ୟରେ ପର୍ଯ୍ୟାପ୍ତ ସମୟ ଦିଆଯାଇଥିବା କୁହାଯାଇଛି

Tags: #CBSEExam #Odisha #ExamDate #February #CentralBoardofSecondary #Student

LEAVE A REPLY

Please enter your comment!
Please enter your name here