ଓଡ଼ିଶାଲାଇଭ୍ ବ୍ୟୁରୋ

Samir Dash

ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି।

୨୦୦୯ରୁ ଲଗାତାର ତିନିଥର ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ସମୀର ରଞ୍ଜନ ଦାଶ। ୨୦୧୯ରେ ତାଙ୍କୁ ପ୍ରଥମଥର ପାଇଁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା। ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ତାଙ୍କୁ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦ୍ଵାୟିତ୍ଵ ଦିଆଯାଇଥିଲା।

Tags: #School&MassEducation #minister #SamirRanjanDash #Odisha #Resign

Comment