ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଦିନେ ମୁଁ ସଙ୍ଗୀତ ଶିଖୁଥିଲି। ତା’ ପରେ ଗାଇଲି। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଶିଖାଇଲି। ଏହା ଦ୍ୱାରା ମୋର ଆହୁରି ଅଭ୍ୟାସ ହେଲା। ତେଣୁ ମୁଁ ଭାବେ ଗୀତ ଶିଖାଇବା ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି’’, କହନ୍ତି ଶାନ୍ତିଲତା ବାରିକ ଛୋଟରାୟ।

ଓଡ଼ିଶା ଭକ୍ତି ସଙ୍ଗୀତର ଅତି ପରିଚିତ ନାଁ ଶାନ୍ତିଲତା ବାରିକ ଛୋଟରାୟ। ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ଗୀତ ପରିବେଷଣ କରନ୍ତି ତାହା ଶ୍ରୋତାଙ୍କୁ ବିଭୋର କରେ। ଶ୍ରୀ ଜଗନ୍ନାଥଙ୍କ ପାଇଁ ତାଙ୍କର ପ୍ରତିଟି ଗୀତକୁ ସେ ସମର୍ପଣ କରିଥାନ୍ତି।

ଶାନ୍ତିଲତା ବାରିକ ଛୋଟରାୟଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #shantilatabarikchhotray #odiabhajansinger #odiabhajan #odia #odisha

Comment