ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିର ଜିଲ୍ଲାରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏହି ଦୁଇଟି ପ୍ରକଳ୍ପ ପାଇଁ ୨୯୬.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ସୁନଗଡ଼ ନଦୀରେ ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ଅଙ୍ଗ ମଦୀରେ କୁଟସିଙ୍ଗ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ହେବ। ସିକୁଆଁ ପ୍ରକଳ୍ପ ପାଇଁ ୪୯ କୋଟି ଟଙ୍କା ଏବଂ କୁଟସିଙ୍ଘା ପ୍ରକଳ୍ପ ଲାଗି ୨୪୭.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏହି ଦୁଇ ପ୍ରକଳ୍ପ ହେଲେ ୪ଟି ବ୍ଲକର ଲୋକ ଉପକୃତ ହେବେ।

Tags: #Odishagovt #RiverbasinProject #Balangir #Odisha #CMOdisha

LEAVE A REPLY

Please enter your comment!
Please enter your name here