ଓଡ଼ିଶାଲାଇଭ୍ ବ୍ୟୁରୋ

‘ଦି ଟଲ୍ ମ୍ୟାନ’ ନାଁରେ ଖ୍ୟାତ ବିଜୁ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଚିର ସ୍ମରଣୀୟ

କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱ ଓଡ଼ିଶାର ଲୋକମାନଙ୍କୁ ସବୁବେଳେ ପ୍ରେରଣା ଯୋଗାଇ ଆସିଛି। ବିଜୁବାବୁଙ୍କ ଦୂରଦୃଷ୍ଟି ଓ କର୍ମନିପୁଣ ଜୀବନର ପ୍ରଶଂସା କେବଳ ଓଡ଼ିଶାରେ ନୁହେଁ ବରଂ ସମଗ୍ର ଭାରତରେ ଶୁଣିବାକୁ ମିଳେ।

ବିଜୁ ବାବୁଙ୍କୁ, କିଏ କହେ ‘ମାଟିର ବରପୁତ୍ର’ ତ କିଏ କହେ ‘ଝଡ଼ର ଇଗଲ’। ଇଣ୍ଡୋନେସିଆ ପକ୍ଷରୁ ତାଙ୍କୁ ‘ଭୂମିପୁତ୍ର’ ସମ୍ମାନ ମିଳିଥିଲା। ଏହା ବ୍ୟତୀତ ସେ ‘ଦି ଟଲ୍ ମ୍ୟାନ’ ନାଁରେ ମଧ୍ୟ ଖ୍ୟାତ।

ମାର୍ଚ୍ଚ ୫ ତାରିଖ ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ। ବିଜୁବାବୁଙ୍କ ଦୀର୍ଘ କର୍ମମୟ ଓ ରାଜନୈତିକ ଜୀବନ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିଛି।

ଓଡ଼ିଶାଲାଇଭର ଏହି ସ୍ୱତନ୍ତ୍ର ଭିଡିଓ ଡକ୍ୟୁମେଣ୍ଟାରି ‘ବିଜୁ ପଟ୍ଟନାୟକ – ଦି ଟଲ୍ ମ୍ୟାନ’ରେ ଜାଣନ୍ତୁ ବିଜୁ ବାବୁଙ୍କ ଜୀବନ କାହାଣୀ। ଦେଖନ୍ତୁ ଭିଡିଓ।

Tags: #BijuPatnaik #TheTallMan #DeathAnniversary #FormerOdishaCM #Odisha

Comment