ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ବିଜେପି ଓଡ଼ିଶାର ୧୧୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହା ପୂର୍ବରୁ ଦଳ ପକ୍ଷରୁ ରାଜ୍ୟର ୨୧ଟି ଯାକ ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇସାରିଛି।

କିଏ କେଉଁଠୁ ବିଜେପିର ବିଧାନସଭା ପ୍ରାର୍ଥୀ?

ଚାନ୍ଦବାଲି – ମନମୋହନ ସାମଲ

ପାଟଣାଗଡ଼ରୁ – କନକ ବର୍ଦ୍ଧନ ସିଂହଦେଓ

ସମ୍ବଲପୁର – ଜୟନାରାୟଣ ମିଶ୍ର

ପଦ୍ମପୁର- ଗୋବର୍ଦ୍ଧନ ଭୁଏ

ବିଜେପୁର- ସନତ ଗଡ଼ତିଆ

ବରଗଡ଼- ଅଶ୍ଵିନୀ ଷଡ଼ଙ୍ଗୀ

ଅତାବିରା- ନିହାର ମହାନନ୍ଦ

ଭଟଲୀ- ଈରାଶିଷ ଆଚାର୍ଯ୍ୟ

ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ

ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ

ମାଲକାନଗିରି- ନରସିଂହ ମାଡ଼କାମୀ

ହିଂଜିଳି- ଶିଶିର ମିଶ୍ର

ଗୋପାଳପୁର- ବିଭୂତି ଜେନା

ବ୍ରହ୍ମପୁର- କେ. ଅନୀଲ କୁମାର

ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର

ଚିକିଟି- ମନୋରଞ୍ଜନ ଦ୍ୟାନସାମନ୍ତରାୟ

ପାରଳାଖେମୁଣ୍ଡି- କେ. ନାରାୟଣ ରାଓ

ଗୁଣପୁର- ତ୍ରିନାଥ ଗମାଙ୍ଗ

କୋରାପୁଟ- ରଘୁରାମ ମାଛ

ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ଵରୀ ସିଂହ

ଭଂଜନଗର- ପ୍ରଦ୍ୟୁମ୍ନ ନାଏକ

ପୋଲସରା- ଗୋକୁଳାନନ୍ଦ ମଲ୍ଲିକ

କବିସୂର୍ଯ୍ୟନଗର- ପ୍ରତାପ ନାୟକ

ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ

ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ

ଆସ୍କା – ସରୋଜ ପାଢ଼ୀ

ସୋରଡ଼ା- ନୀଳମଣି ବିଶୋୟୀ

ଭୁବନେଶ୍ଵର ମଧ୍ୟ- ଜଗନ୍ନାଥ ପ୍ରଧାନ

ଭୁବନେଶ୍ଵର ଉତ୍ତର- ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ଵର ଏକାମ୍ର- ବାବୁ ସିଂହ

ଜଟଣୀ- ବିଶ୍ଵରଞ୍ଜନ ବଡ଼ଜେନା

ଚିଲିକା- ପୃଥ୍ଵୀରାଜ ହରିଚନ୍ଦନ

ରଣପୁର- ତାପସ ମାର୍ଥା

ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ଵାଇଁ

ଦଶପଲ୍ଲା- ରାଘବ ମଲ୍ଲିକ

ନିମାପଡ଼ା- ପ୍ରଭାତି ପରିଡ଼ା

ପୁରୀ- ଜୟନ୍ତ ଷଡ଼ଙ୍ଗୀ

ବ୍ରହ୍ମଗିରି- ଉପାସନା ମହାପାତ୍ର

ସତ୍ୟବାଦୀ- ଓମ୍‌ ପ୍ରକାଶ ମିଶ୍ର

ପିପିଲି- ଆଶ୍ରିତ ପଟ୍ଟନାୟକ

ଜୟଦେବ- ଅରବିନ୍ଦ ଢ଼ାଲି

ନିଆଳି- ଛବି ମଲ୍ଲିକ

କଟକ ସଦର- ପ୍ରକାଶ ସେଠୀ

ମାହାଙ୍ଗା- ସୁମନ୍ତ ଘଡ଼େଇ

ପାଟକୁରା– ତେଜେଶ୍ଵର ପରିଡ଼ା

ଆଳି- କୃଷ୍ଣଚନ୍ଦ୍ର ପଣ୍ଡା

ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ

ପାରାଦୀପ- ସଂପଦ ସ୍ଵାଇଁ

ତିର୍ତ୍ତୋଳ – ରାଜକିଶୋର ବେହେରା

ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ

ଫୁଲବାଣୀ- ଉମାଚରଣ ମଲ୍ଲିକ

କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ

ବୌଦ୍ଧ- ସରୋଜ ପ୍ରଧାନ

ବଡ଼ମ୍ବା- ସମ୍ବିତ ତ୍ରିପାଠୀ

ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ

ଆଠଗଡ଼- ଅଭୟ ବାରିକ

ଚୌଦ୍ଵାର- ନୟନ କିଶୋର ମହାନ୍ତି

ଖଡ଼ିଆଳ- ହିତେଶ ବଗର୍ତ୍ତୀ

ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର- ଗୌରୀଶଙ୍କର ମାଝି

ଲାଞ୍ଜିଗଡ଼- ରମେଶ ମାଝି

ଜୁନାଗଡ଼- ମନୋଜ ମେହେର

ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ

ନର୍ଲା- ଅନୀରୁଦ୍ଧ ପ୍ରଧାନ

ବାଲିଗୁଡ଼ା- କଳ୍ପନା କହଁର

ଆଠମଲ୍ଲିକ – ସଞ୍ଜୀବ ସାହୁ

ବୀରମହାରାଜପୁର- ରଘୁନାଥ ଜଗଦଳା

ସୋନପୁର- ପ୍ରମୋଦ ମହାପାତ୍ର

ଲୋଇସିଂହା- ମୁକେଶ ମହାଲିଙ୍ଗ

ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ

ଟିଟିଲାଗଡ଼- ନବୀନ ଜୈନ

କଣ୍ଟାବାଞ୍ଜି – ଲକ୍ଷ୍ମଣ ବାଗ

ନୂଆପଡ଼ା- ଅଭିନନ୍ଦନ ପଣ୍ଡା

ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର

କାମାକ୍ଷାନଗର- ଶତୃଘ୍ନ ଜେନା

ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ

ପାଲଲହଡ଼ା- ଅଶୋକ ମହାନ୍ତି

ତାଳଚେର- କାଳିନ୍ଦୀ ସାମଲ

ଛେଣ୍ଡିପଦା- ଅଗସ୍ତୀ ବେହେରା

ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର

ଧାମନଗର- ସୂର୍ଯ୍ୟବଂଶୀ ସୂରଜ

ବିଞ୍ଝାରପୁର- ବବିତା ମଲ୍ଲିକ

ବଡ଼ଚଣା- ଅମର ନାୟକ

ଧର୍ମଶାଳା- ସ୍ମୃତିରେଖା ପହି

ଯାଜପୁର- ଗୌତମ ରାୟ

କୋରେଇ- ଆକାଶ ଦାସ ନାୟକ

ସୁକିନ୍ଦା- ପ୍ରଦୀପ ବଳସାମନ୍ତ

ବଡ଼ସାହି- ସନାତନ ବିଜୁଳି

ବାରିପଦା- ପ୍ରକାଶ ସୋରେନ

ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର

ଜଳେଶ୍ଵର- ବ୍ରଜ ପ୍ରଧାନ

ବାଲେଶ୍ଵର- ମାନସ ଦତ୍ତ

ରେମୁଣା- ଗୋବିନ୍ଦ ଦାସ

ସୋର- ରାଜେନ୍ଦ୍ର ଦାସ

ସିମୁଳିଆ- ପଦ୍ମଲୋଚନ ପଣ୍ଡା

କୁଚିଣ୍ଡା- ରବି ନାରାୟଣ ନାଏକ

ରେଙ୍ଗାଲି- ନାଉରୀ ନାଏକ

ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର

ଦେବଗଡ଼- ସୁବାସ ପାଣିଗ୍ରାହୀ

ଆନନ୍ଦପୁର- ଆଲୋକ ସେଠୀ

କେନ୍ଦୁଝର- ମୋହନ ମାଝି

ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ

ଉଦଳା- ଭାସ୍କର ମଢ଼େଇ

ତଳସରା- ଭବାନୀଶଙ୍କର ଭୋଇ

ସୁନ୍ଦରଗଡ଼- କୁସୁମ ଟେଟେ

ବୀରମିତ୍ରପୁର- ଶଙ୍କର ଓରାମ

ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ

ରାଜଗାଙ୍ଗପୁର- ନରସିଂହ ମିଞ୍ଜ

ବଣାଇ- ସେବତୀ ନାଏକ

Tags: #Politics #OdishaPolitics #BJP #LokSabhaElection #AssemblyElection #Generalelection2024

Comment