ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିଜର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏଥିରେ ଦଳ ପକ୍ଷରୁ ରାଜ୍ୟର ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ରାଉରକେଲା ଆସନରୁ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିଛି ବିଜେପି।

ବିଜେପିର ବିଧାନସଭା ପ୍ରାର୍ଥୀମାନେ ହେଲେ

  • ପାଟଣା – ଅଖିଳ ଚନ୍ଦ୍ର ନାୟକ
  • ସାରସକଣା – ଭାଦବ ହାଁସଦା
  • ରାଇରଙ୍ଗପୁର – ଜୋଲେନ ବରଦା
  • ବାଙ୍ଗିରିପୋଷି – ସଞ୍ଜଳୀ ମୁର୍ମୁ
  • ରାଉରକେଲା – ଦିଲ୍ଲୀପ ରାୟ
  • ମୋହନା – ପ୍ରଶାନ୍ତ ମଲ୍ଲିକ
  • ବିଷମକଟକ – ଜଗନ୍ନାଥ ନୁଣ୍ଡ୍ରୁକା
  • ରାୟଗଡ଼ା – ବସନ୍ତ ଉଲ୍ଲକା
  • ଲକ୍ଷ୍ମୀପୁର – କୈଳାସ କୁଲେସିକା
  • କୋଟପାଡ଼ – ରୁପୁ ଭତ୍ରା
  • ପଟାଙ୍ଗୀ – ଚୈତନ୍ୟ ନନ୍ଦିବାଲି
  • ଚିତ୍ରକୋଣ୍ଡା – ଡମ୍ବରୁ ଶିଶା
  • କରଞ୍ଜିଆ – ପଦ୍ମଚରଣ ହାଇବୁରୁ
  • ଝରିଗାଁ – ନରସିଂହ ଭତ୍ରା
  • ଡାବୁଗାଁ – ସୋମନାଥ ପୂଜାରୀ
  • ରାଜନଗର – ଲଳିତ ବେହେରା
  • ବାଲିକୁଦା ଏରସମା – ସତ୍ୟସାରଥି ମହାନ୍ତି
  • ଜଗତସିଂହପୁର – ଅମରେନ୍ଦ୍ର ଦାଶ
  • କାକଟପୁର – ବାଇଧର ମଲ୍ଲିକ
  • ରଣପୁର – ସୁରମା ପାଢ଼ୀ
  • ସାନଖେମୁଣ୍ଡି – ଉତ୍ତମ କୁମାର ପାଣିଗ୍ରାହୀ

Tags: #OdishaAssemblyElections #BJP #Candidates #Politics #Odisha

LEAVE A REPLY

Please enter your comment!
Please enter your name here