ଓଡ଼ିଶାଲାଇଭ୍ ବ୍ୟୁରୋ

ମାତୃ ଦିବସ କେବଳ ଏକ ଦିବସ ନୁହେଁ, ଏହା ମା’ର ତ୍ୟାଗ ଓ ବଳିଦାନକୁ ମନେ ପକାଇବାର ସମୟ। ଅନ୍ତର୍ଜାତୀୟ ମାତୃ ଦିବସରେ ଏହି ବାର୍ତ୍ତା ନେଇ ମା’ ଘର ଫାଉଣ୍ଡେସନ ଟ୍ରଷ୍ଟ ଓ ଏସ୍ ଏସ୍ ହସ୍ପିଟାଲ, ତାଳଚେର ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ହୋଇଥିଲା ଏକ ସ୍ଵତନ୍ତ୍ର ସେମିନାର ‘ନିଡ୍ ଅଫ୍ ଦି ଆଓ୍ଵାର’।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ୧୦ ଜଣ ମହିଳାଙ୍କୁ ‘ଓ୍ଵିମେନ୍ ପିସ୍ ମେକର’ ସମ୍ମାନ ପ୍ରଦାନ କରାଯାଇଥିଲା। ଦେଖନ୍ତୁ ଭିଡିଓ।

Tags: #Mothersday #Seminar #SShospital #MaaGharaFoundation #RituparnaMohanty #DrPurnachandraMohapatra

Comment