ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କ – ଭାରତର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ। ଏହି ଅନନ୍ୟ ଐତିହ୍ୟ, ଉତ୍କଳୀୟ କଳାସ୍ଥାପତ୍ୟର ଅପୂର୍ବ ନିଦର୍ଶନ। ଏହାକୁ ବ୍ଲାକ୍ ପାଗୋଡ଼ା ମଧ୍ୟ କୁହାଯାଏ। ୟୁରୋପୀୟ ନାବିକମାନେ ଏପରି ନାମକରଣ କରିଥିଲେ।
ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଏହି ବିଶ୍ଵ ଐତିହ୍ୟର ଯେଉଁ ଅଂଶ ଆଜି ଆମେ ଦେଖୁଛୁ, ତାହା ମନ୍ଦିର ନୁହେଁ। ଏହା କେବଳ ମନ୍ଦିରର ମୁଖଶାଳା। ମୂଳ ମନ୍ଦିର ଭାଙ୍ଗିରୁଜି ଯାଇଛି, କିଛି ଅଂଶ ମାଟି ତଳେ ପୋତି ହୋଇଯାଇଛି।
ତେବେ, କାହିଁକି କୋଣାର୍କ ସୂର୍ଯ୍ୟମନ୍ଦିରର ପତନ ଘଟିଲା? ଏନେଇ ଐତିହାସିକ ଓ ଗବେଷକମାନଙ୍କ ମତ କ’ଣ ରହିଛି, ଜାଣିବା ପାଇଁ ଦେଖନ୍ତୁ, ଏହି ସ୍ପେଶାଲ୍ ରିପୋର୍ଟ।
Tags: #HistoryRevealed #KonarkSunTemple #SpecialReport


















