ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ।
- ଆବେଦନ ଆରମ୍ଭ – ୨୫.୦୩.୨୦୨୧ (ସକାଳ ୧୦ଟା)
- ଆବେଦନ ଶେଷ – ୧୧.୦୪.୨୦୨୧ (ସନ୍ଧ୍ୟା ୫.୩୦)
ଆଡିସ୍ନାଲ ପ୍ରୋଗ୍ରାମ ଅଫିସର (ଏପିଓ)
ପଦବୀ ସଂଖ୍ୟା – ୧୯ଟି
କେବଳ ଅନୁସୂଚିତ ବର୍ଗର ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ଆବେଦନ ପାଇଁ ବୟସ ସୀମା
- ସର୍ବନିମ୍ନ – ୨୧ ବର୍ଷ
- ସର୍ବାଧିକ – ୩୭ ବର୍ଷ
ବେତନ ହାର – ୨୦,୦୦୦ ଟଙ୍କା (ମାସିକ)
ଯୋଗ୍ୟତା
- ଆବେଦନ କରୁଥିବା ପ୍ରାର୍ଥୀଜଣକ ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ଵା ବିଶ୍ଵବିଦ୍ୟାଳୟରୁ ସୋସିଓଲୋଜି / ସୋସିଆଲ ଓ୍ଵାର୍କ / ଇକୋନୋମିକ୍ସ / ମାସ୍ କମ୍ୟୁନିକେସନରେ ମାଷ୍ଟ ଡିଗ୍ରୀ ହାସଲ କରିଥିବେ।
କିମ୍ଵା
- ରୁରାଲ ମ୍ୟାନେଜମେଣ୍ଟରେ ଏମବିଏ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
- ଏମ୍ଏସ୍-ଅଫିସ ବିଷୟରେ ଜ୍ଞାନ ରଖିଥିବା ସହ ଓଡ଼ିଆ ଟାଇପ୍ କରିପାରୁଥିବା ଆବଶ୍ୟକ।
ସ୍ପେଶାଲିଷ୍ଟ (ଫାଇନାନ୍ସ)
ପଦବୀ ସଂଖ୍ୟା – ୧ଟି
ଆବେଦନ ପାଇଁ ସର୍ବାଧିକ ବୟସ ସୀମା – ୪୫ ବର୍ଷ
ବେତନ ହାର – ୫୦,୦୦୦ ଟଙ୍କା (ମାସିକ)
ଯୋଗ୍ୟତା
- ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଚାଟାର୍ଡ ଆକାଉଣ୍ଟାଣ୍ଟ୍ / କଷ୍ଟ ଆକାଉଣ୍ଟାଣ୍ଟ୍ କିମ୍ଵା ଫାଇନାନ୍ସରେ ଏମ୍ବିଏ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
କିମ୍ଵା
- କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବେ ଏବଂ ଡବଲ ଏଣ୍ଟ୍ରି ଆକାଉଣ୍ଟିଂ ଜାଣିଥିବା ଆବଶ୍ୟକ।