ବିନା କୌଣସି କାଗଜପତ୍ରରେ କରିପାରିବେ ଆଧାରକାର୍ଡ ସଂଶୋଧନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଧାରକାର୍ଡକୁ ନେଇ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। କେତେବେଳେ ଆଧାରକାର୍ଡରେ ନାଁ ଭୁଲ ଥାଏ ତ ଆଉ କେତେବେଳେ ଠିକଣା ଭୁଲକୁ ନେଇ ଲୋକମାନେ ବ୍ୟସ୍ତ ହୋଇପଡ଼ିଥା’ନ୍ତି। ତେବେ ଆଧାରକାର୍ଡରେ ଆପଣ...

ନୂଆବର୍ଷରୁ ଡିଟିଏଚ୍‌ ସବ୍‌ସ୍କ୍ରାଇବରଙ୍କ ପାଇଁ କେୱାଇସି ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିବ ଟିଭି ଦେଖିବାର ନିୟମ। ନୂଆବର୍ଷରୁ ଡିଟିଏଚ୍‌ ସବ୍‌ସ୍କ୍ରାଇବ୍‌ରଙ୍କ ପାଇଁ KYC(know your customer) ବାଧ୍ୟତାମୂଳକ ହୋଇଯିବ। ଏନେଇ ଟ୍ରାଇ ପକ୍ଷରୁ ଦେଶର ସମସ୍ତ ଡିଟିଏଚ୍‌ ଅପରେଟର୍ସଙ୍କୁ ନୋଟିସ୍‌ ଜାରି କରାଯାଇଛି। ମୋବାଇଲ...

ଜାଣନ୍ତୁ, ଦୀପାବଳିରେ କାହିଁକି ମାତ୍ର ଗୋଟିଏ ଘଣ୍ଟା ଖୋଲେ ସେୟାର ବଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଦୀପାବଳିରେ ଗୋଟିଏ ଘଣ୍ଟା ପାଇଁ ହେବ ସ୍ୱତନ୍ତ୍ର ମୁହୁରତ ଟ୍ରେଡିଂ। ଜାଣନ୍ତୁ, କ'ଣ ଏହି ମୁହୁରତ ଟ୍ରେଡିଂ। ସାରା ଦେଶ ଆଜି ପାଳୁଛି ପବିତ୍ର ଦୀପାବଳି। ତେବେ ଦୀପାବଳି ଅବସରରେ ମାତ୍ର ଗୋଟିଏ...

ବଦଳିବ ଟିଭି ଦେଖିବାର ନିୟମ – ଡିଟିଏଚ୍‌ ସବ୍‌ସ୍କ୍ରାଇବରଙ୍କ ପାଇଁ କେୱାଇସି ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟଭି ଦେଖୁଥିବା ଲୋକମାନଙ୍କ ପାଇଁ ଜରୁରୀ ସୂଚନା। ଟେଲିକମ୍‌ ରେଗୁଲେଟୋରୀ ଅଥୋରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଆପଣଙ୍କ ଟିଭି ଦେଖିବାର ନିୟମକୁ ବଦଳାଇ ଦେଇଛି। ଟ୍ରାଇର ନୂଆ ନିୟମ ଅନୁଯାୟୀ, ଆସନ୍ତା ବର୍ଷ...

ଲଞ୍ଚ୍‌ ହେଲା Vivo iQoo Neo 855 ସ୍ମାର୍ଟଫୋନ, ମିଳିବ ୩୩ ୱାଟ୍‌ ଫାଷ୍ଟ୍‌ ଚାର୍ଜିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଏହାର iQoo Neo 855 ନାମକ ସ୍ମାର୍ଟଫୋନ ଚୀନ୍‌ରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୮୫୫ ପୋସେସର ଦିଆଯାଇଥିବା ବେଳେ ଏଥିରେ ୩୩ ୱାଟ୍‌...

ଫେସବୁକରେ ମିଳବ ଟଙ୍କା, ଆସୁଛି ନୂଆ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଫେସବୁକ୍ ତାର ବ୍ୟବହାରକାରୀମାନଙ୍କ ପାଇଁ ଗୋଟିଏ ନୂଆ ଫିଚର ଆଣୁଛି। ଯାହାର ନାଁ ହେଉଛି ନ୍ୟୁଜ୍। ଏହି ଫିଚରରେ କ୍ଲିକ୍ କରିବା ମାତ୍ରେ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ଖବର ଜାଣିପାରିବେ। ତେବେ ଏହି...

୬ ଦିନ ବନ୍ଦ ରହିବ ମୋବାଇଲ ନମ୍ବର ପୋର୍ଟିଂ ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆହୁରି ସହଜ ହେବ ମୋବାଇଲ ନମ୍ବର ପୋର୍ଟାବିଲ ବ୍ୟବସ୍ଥା। ଫୋନ୍‌ ନମ୍ବର ପୋର୍ଟ ହେବାକୁ ଆଗରୁ ୭ ଦିନ ଲାଗୁଥିବା ବେଳେ ଏଣିକି ମାତ୍ର ୨ ଦିନରେ ନମ୍ବର ପୋର୍ଟ ହୋଇପାରିବ।...

ଜାଣନ୍ତୁ, କେମିତି କରିବେ ଆଧାରକାର୍ଡରେ ଫଟୋ ଅପଡେଟ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଧାରକାର୍ଡରେ ଥିବା ପୁରୁଣା ଫଟୋକୁ ନେଇ ଚିନ୍ତିତ କି?  ଅତି ସହଜ ଉପାୟରେ ଆପଣ ନିଜ ନୂଆ ଫଟୋ ଅଧାରକାର୍ଡରେ ଅପ୍‌ଡେଟ୍‌ କରିପାରିବେ। ଆପଣ ବିନା କୌଣସି କଷ୍ଟରେ ଆପଣଙ୍କ ଆଧାରକାର୍ଡ ଫଟୋକୁ ବଦଳାଇପାରିବେ।...

ଆସିଲା ଜିଓର ୪ଟି ନୂଆ ‘ଅଲ-ଇନ୍-ୱାନ୍’ ଅଫର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋବାଇଲ କମ୍ପାନି ଜିଓ ତାର ଗ୍ରାହକଙ୍କ ପାଇଁ ପୁଣି ଚାରୋଟି ନୂଆ ଅଲ-ଇନ୍-ୱାନ୍ ପ୍ଲାନ ଆରମ୍ଭ କରିଛି। ଏହି ନୂଆ ପ୍ଲାନର ମୂଲ୍ୟ ୭୫ ଟଙ୍କାରୁ ଆରମ୍ଭ ହୋଇ ୧୮୫ ଟଙ୍କା...

ଟ୍ରିପଲ ରିୟର କ୍ୟାମେରା ସହ ଲଞ୍ଚ୍‌ ହେଲା Moto G8 Plus ସ୍ମାର୍ଟଫୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ସ୍ମାର୍ଟଫୋନ ନିର୍ମାତା କମ୍ପାନି ମୋଟୋରୋଲା ଭାରତରେ ଏହାର ଜି-ସିରିଜକୁ ବିସ୍ତାର କରିବାକୁ ଯାଇ ଏକ ମିଡ ରେଞ୍ଜ ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନର ନାଁ 'ମୋଟୋ ଜି-୮ ପ୍ଲସ୍‌'। ଟ୍ରିପଲ...