ରୁଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ରୁଷିକୂଲ୍ୟା ନଦୀ ମୁହାଣରେ ଗଣ ଅଣ୍ଡାଦାନ ଆରମ୍ଭ କରିଛନ୍ତି ଅଲିଭ ରିଡଲେ କଇଁଛ। ଶୁକ୍ରବାର ରାତିରୁ କଇଁଛମାନେ ଏଠାରେ ଅଣ୍ଡାଦେବା ଆରମ୍ଭ କରିଛନ୍ତି।
କୌଣସି ପର୍ଯ୍ୟଟକମାନେ ଯେଭଳି କଇଁଛମାନଙ୍କ...
ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲା ବ୍ରହ୍ମପୁରର ‘ଦି ହାର୍ଟ, ମାଇଁଣ୍ଡ ଏଣ୍ଡ ହାଣ୍ଡ ଶୋ’ ମ୍ୟୁଜିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୧୧ ରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇସ୍ଥିତ ମୁକ୍ତାକାଶ ସ୍କ୍ରାପ୍ ସ୍ଥାପତ୍ୟ ମ୍ୟୁଜିୟମ। 'ଦି ହାର୍ଟ, ମାଇଁଣ୍ଡ ଏଣ୍ଡ ହାଣ୍ଡ ଶୋ' ନାମକ ଏହି ମୁକ୍ତାକାଶ...
କରୋନା ପାଇଁ ବ୍ରହ୍ମପୁରରେ ସବୁ ମଲ୍ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେଲା ବ୍ରହ୍ମପୁର ମୁନିସିପାଲ୍ଟି କର୍ପୋରେସନ୍। କରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ବ୍ରହ୍ମପୁରରେ ଥିବା ସମସ୍ତ ମଲ୍ଗୁଡ଼ିକୁ ଆଜିଠାରୁ ବନ୍ଦ କରିବାକୁ...
ବ୍ରହ୍ମପୁର: ମଞ୍ଚ ତଳେ ଫୁଟିଲା ବାଣ, ୭ ଲୋକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ନାଟକ ମଞ୍ଚତଳେ ଫୁଟିଲା ବାଣ। ଗଞ୍ଜାମ ଜିଲ୍ଲା ଧରାକୋଟା ଥାନା ଅନ୍ତର୍ଗତ କେ ରାମଚନ୍ଦ୍ରପୁର ଗାଁରେ ନାଟକ ମଞ୍ଚସ୍ଥ ହେଉଥିବାବେଳେ ମଞ୍ଚତଳେ ବାଣଫୁଟି ୭ ଜଣ ଲୋକ...
ପୂର୍ବତନ ଅଧ୍ୟକ୍ଷଙ୍କୁ ଠକିଲେ, ସୁନା ହାର ଲୁଟିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଭଞ୍ଜନଗର କଲେଜର ଜଣେ ପୂର୍ବତନ ଅଧ୍ୟକ୍ଷଙ୍କ ଘରୁ ଲୁଟ୍। ଅଳଙ୍କାର ସଫା କରିବା ନାଁରେ ଅଧ୍ୟକ୍ଷକଙ୍କ ପତ୍ନୀଙ୍କ ସୁନା ହାର ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା...
ବ୍ରହ୍ମପୁରରେ ମାସ୍କ ପିନ୍ଧି ଲୋକଙ୍କୁ ସଚେତନ କରାଉଛନ୍ତି ଚା’ ଦୋକାନୀ ଓ ପୂଜକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କୋରୋନା ଆତଙ୍କରୁ ଲୋକଙ୍କୁ ସଚେତନ କରାଉଛନ୍ତି ଜଣେ ଚା, ଦୋକାନୀ ଓ ପୂଜକ। ବ୍ରହ୍ମପୁର ସହରରେ ମାସ୍କ ପିନ୍ଧି ଲୋକଙ୍କୁ ସଚେତନର ବାର୍ତ୍ତା ଦେଉଛନ୍ତି। ଚା’ ଦୋକାନୀ...
ଆକ୍ସନ ମୋଡ୍ରେ ବ୍ରହ୍ମପୁର ପୋଲିସ – ରାତିଅଧିଆ ହୋଟେଲରେ ଚଢ଼ାଉ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଆକ୍ସନ ମୋଡ୍ରେ ବ୍ରହ୍ମପୁର ପୋଲିସ। ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ବ୍ରହ୍ମପୁର ସହର, ଗୋପାଳପୁର ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲରେ ରାତିଅଧିଆ ଚଢ଼ାଉ...
ମଦ ଦୋକାନକୁ ୧ ଲକ୍ଷ ଜରିମାନା କଲେ ଗଞ୍ଜାମ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅପରିଷ୍କାର କରିଥିବାରୁ ମଦ ଦୋକାନକୁ ୧ ଲକ୍ଷ ଟଙ୍କା ଜରିମାନା। ବ୍ରହ୍ମପୁରରେ କର୍ପୋରେସନ ରୋଡରେ ଥିବା ଏକ ଦେଶୀ ମଦ ଦୋକାନକୁ ଏହି ଫାଇନ କରିଛନ୍ତି ଜିଲ୍ଲାପାଳ। ମଦ ଦୋକାନ ଆଗରେ...
ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧୀନରେ ଶିକ୍ଷକ ନିଯୁକ୍ତି, ମାର୍ଚ୍ଚ ୨୨ରେ ୱାକ୍ ଇନ୍ ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର କ୍ଲଷ୍ଟର ଅଧୀନରେ ଥିବା ୭ଟି କେନ୍ଦ୍ରୀୟ ବିଦ୍ୟାଳୟରେ ପିଜିଟି, ଟିଜିଟି ଓ ପିଆରଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବାକୁ...
ବ୍ରହ୍ମପୁର ସହରର ମଧ୍ୟରେ ଗଞ୍ଜେଇ ଗଛ, ଘେରାଯାଇଛି ବିଡିଏ ତାର ଜାଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ସହର ରାସ୍ତା ଉପରେ ବିଡିଏ ତାର ଜାଲି ମଧ୍ୟରେ ବଢୁଥିଲା ଗଞ୍ଜେଇ ଗଛ। ଏହାର ଫୋଟ ଭାଇରାଲ ହେବା ପରେ କଟାଗଲା ଗଛ।
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ସହରର...





















