ଭୁବନେଶ୍ଵରରେ ତିନିଦିନ ଧରି ଓଡ଼ିଶା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ଅଧିବେଶନ ଆସିଲେ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୁଏ ଆନ୍ଦୋଳନର ସମାବେଶ। ନିଜ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଆନ୍ଦୋଳନକାରୀ। ଏହି କ୍ରମରେ ସଂପ୍ରତ୍ତି ତିନିଦିନ ହେବ ଭୁବନେଶ୍ଵର...
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ସିନେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆଉ ଜଣେ ଓଡ଼ିଆ ସିନେମା ପ୍ରଯୋଜକ ପ୍ରମୋଦ ସ୍ଵାଇଁ। "ଅର୍ଚ୍ଚନା ମୋତେ ବ୍ଲାକମେଲ କରୁଥିଲେ" ଇଡି କାର୍ଯ୍ୟାଳୟକୁ ଯିବା...
ବିଧାନସଭା ଶୀତ ଅଧିବେଶନ ପଞ୍ଚମ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ବିଧାନସଭା ଶୀତ ଅଧିବେଶ। ଏହି ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲା ନାହିଁ ଗୃହ...
ଓଡ଼ିଶା କୁଲତା ସମାଜ ପାଇଁ ପୁରୀରେ ହେବ ଧର୍ମଶାଳା, ସରକାର ଯୋଗାଇବେ ଜମି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କୁଲତା ସମାଜ ନିମନ୍ତେ ପୁରୀରେ ଏକ ଧର୍ମଶାଳା ହେବ। ଏଥିପାଇଁ ରାଜ୍ୟ ସରକାର ଜମି ଏବଂ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କୁଲତା ସମାଜ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି...
ବିଧାନସଭା ଶୀତ ଅଧିବେଶନ: ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ବିଧାନସଭା ଶୀତ ଅଧିବେଶ। ଏହି ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଛି। ସୋମବାର ପୁଣି ଏହାର ପୁନରାବୃତ୍ତି ହୋଇଛି। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହ...
ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସରେ ଇ-ସ୍କୁଟର ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାମ୍ପସ୍ ପରିସର ଏବଂ ସହର ମଧ୍ୟରେ ଯାତାୟତ କରିବା ଲାଗି ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ସ୍କୁଟର ଉପଲବ୍ଧ କରିଛି ‘ସୋଆ’।
ପୂର୍ବରୁ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)...
ଭୁବନେଶ୍ଵର ରାଜରାସ୍ତାରେ ଗୋରୁଗାଈଙ୍କ ବିଚରଣ ନିଷିଦ୍ଧ କଲା ବିଏମସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ରାଜରାସ୍ତାରେ ଗୋରୁଗାଈଙ୍କ ବିଚରଣ ନିଷିଦ୍ଧ କଲା ବିଏମସି । ଏନେଇ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବୁଲା ଗୋରୁଗାଈ ଓ ଷଣ୍ଢଙ୍କ ରାସ୍ତାରେ ବିଚରଣ ଯୋଗୁଁ ସଡ଼କ...
ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ଡ୍ରାଇଭର ଚନ୍ଦନ, ଓଗାଳିବ ସତ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଟଙ୍କା କାରବାରକୁ ନେଇ ଇଡିର ଖୋଳତାଡ ଜାରି ରହିଛି। ଏହି ଘଟଣାରେ ଜଣକ ପରେ ଜଣକୁ କାର୍ଯ୍ୟାଳୟକୁ ଡାକି ଜେରା କରୁଛନ୍ତି ଇଡି ଅଧିକାରୀ। ଶୁକ୍ରବାର...
ଜାନୁଆରୀ ୧୫ରୁ ଆରମ୍ଭ ହେବ ‘ଶିଶିର ସରସ’ ମେଳା, ପ୍ରଦର୍ଶନୀ ପଡ଼ିଆ ପରିବର୍ତ୍ତେ ବରମୁଣ୍ଡାରେ ହେବ ଆୟୋଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା ‘ଶିଶିର ସରସ’। ଏଥର ଭୁବନେଶ୍ୱରର ୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡ଼ିଆ ବଦଳରେ ବରମୁଣ୍ଡା ସ୍ଥିତ ବିଜୁ...
ବିଧାନସଭା ଶୀତ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା। ଶୁକ୍ରବାର ଦିନ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ଆରମ୍ଭରୁ ବିରୋଧୀଙ୍କ...




















