ନଭେମ୍ବର ୩୦ରୁ ୪ ଯାଏଁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ତୃତୀୟ ସଂସ୍କରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=7g8564slV8s?list=PLKig8_kZBmDMeTEvyVIIHe74opLsrLZIh]
ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ...
‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ ‘ତାରେ ଜମିନ୍ ପର୍’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ‘ତାରେ ଜମିନ୍ ପର୍’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉତ୍କଳ କନିକା ଗ୍ୟାଲେରିଆ ମଲ୍ର ଗେମ୍ ଜୋନ୍ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
‘ଉଡ୍ର’ଚାରିଟେବୁଲ୍...
ବିଶ୍ୱ ମଧୁମେହ ଦିବସରେ ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ – ‘ଡାଏବେଟିସ୍ ୩୬୦’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ସମ୍ପୂର୍ଣ୍ଣ ମଧୁମେହ ପରିଚାଳନା’ ଲାଗି ବିଶେଷ ସଚେତନତା କାର୍ଯ୍ୟକ୍ରମ
୨୦୨୨ ନଭେମ୍ବର ୧୪ ତାରିଖ (ସୋମବାର) ବିଶ୍ୱ ମଧୁମେହ ଦିବସ। ଏହି ଅବସରରେ ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର...
ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପୁରୁଣା ଦିନର ସ୍ମୃତି ସାଉଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପୁରୁଣା ଦିନର ସ୍ମୃତି ସାଉଣ୍ଟିଛନ୍ତି ଓଡ଼ିଶା ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର...
ଆସ ବୁଲିଯିବା କୁଆଖାଇ ନଦୀପଠାରେ ‘ଆମ ବାଲିଯାତ୍ରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହେଲା ‘ଆମ ବାଲିଯାତ୍ରା’। ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଏ ବର୍ଷର ବାଲିଯାତ୍ରା। ଦୁଇ ବର୍ଷ ପରେ ଭୁବନେଶ୍ୱରରେ ବାଲିଯାତ୍ରାର ଆୟୋଜନ କରାଯାଇଥିବାରୁ...
ଶପଥ ନେଲେ ଧାମନଗର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ବିଧାନସଭାରେ ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।...
ଭୁବନେଶ୍ଵର ବାଲିଯାତ୍ରା ପାଇଁ ଚଳଚଞ୍ଚଳ କୁଆଖାଇ ନଦୀ ପଠା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ବାଲିଯାତ୍ରା ପାଇଁ କୁଆଖାଇ ନଦୀ ପଠା ଏବେ ଚଳଚଞ୍ଚଳ ହୋଇପଡ଼ିଛି। ନଭେମ୍ବର ୮ ତାରିଖରୁ ଆକର୍ଷଣୀୟ ଲାଇଟରେ ଝଲସି ଉଠିବ ବାଲିଯାତ୍ରା ପଡ଼ିଆ। ରାସ୍ତାରେ ଲାଇଟ୍, ପଡ଼ିଆରେ ହାଇମାକ୍ସ ଲାଇଟ୍...
ଏଫଆଇଏଚ୍ ପ୍ରୋ ଲିଗ୍: ସ୍ପେନକୁ ୩-୧ ଗୋଲରେ ହରାଇଲା ଭାରତ, କଳିଙ୍ଗ ଷ୍ଟାଡିୟମ ‘ହାଉସ୍ ଫୁଲ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ଏଫଆଇଏଚ୍ ପ୍ରୋ ଲିଗର ଏକ ମ୍ୟାଚରେ ଭାରତ ପେନାଲ୍ଟି ସୁଟଆଉଟ ଦ୍ୱାରା ୩-୧ ଗୋଲରେ ସ୍ପେନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ...
କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ-ଲିଗ: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଏଫଆଇଏଚ୍ ପ୍ରୋ-ଲିଗରେ ଆଜି ସନ୍ଧ୍ୟାରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ଟିମ୍। ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଉଭୟ ଦଳ। ଭାରତୀୟ ଦଳ ହରମାନପ୍ରୀତ ସିଂହ ଅଧିନାୟିକତ୍ଵରେ...
‘ଫିକି’ର ନୂତନ ଅଧ୍ୟକ୍ଷ ହେଲେ ଶୁଭ୍ରକାନ୍ତ ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ(ଫିକି)ର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ 'ଫିକି'ର ଅଧ୍ୟକ୍ଷ ଭାବେ...





















