ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଏୟାର ସୋ’ର ଫୁଲ୍ ଡ୍ରେସ ଅଭ୍ୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’। ଏହା ପୂର୍ବରୁ ଆଜି ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ର...

ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨: ଗଞ୍ଜାମକୁ ହରାଇ କ୍ଵାର୍ଟର ଫାଇନାଲରେ ସୁନ୍ଦରଗଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରଠାରେ ଚାଲିଥିବା ‘ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’ରେ ସୁନ୍ଦରଗଡ଼ ହକି ଟିମ୍ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଚାମ୍ପିୟନସିପ୍‌ର ନକ୍‌ଆଉଟ୍ ମ୍ୟାଚରେ...

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି.ଏସ୍‍ ମୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର...

ଭୁବନେଶ୍ଵରରେ ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨ ଆରମ୍ଭ – ଟୁର୍ଣ୍ଣାମେଣ୍ଟରେ ୩୦ଟି ଦଳ, ୧୭ରେ ହେବ ଫାଇନାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ସେପ୍ଟେମ୍ଵର ୧୨ ତାରିଖରେ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି ‘ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’। ଏଥିରେ ମୋଟ୍ ୩୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆସନ୍ତା...

ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ବିଏମସିର ପ୍ରସ୍ତୁତି

ଓଡ଼ିଶାଲାଇଭ ବ୍ୟୁରୋ ପାଖେଇ ଆସୁଛି ଦୁର୍ଗାପୂଜା। ଗାଁଠୁ ସହର ସବୁଠି ଦେଖିବାକୁ ମିଳିବ ଉତ୍ସବର ମାହୋଲ। ଦଶହରା ପୂଜା ପାଇଁ ରାଜଧାନୀ ଭୁବନେଶ୍ଵର ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ପୂଜା ପୂର୍ବରୁ ଭୁବନେଶ୍ଵର ମହାନଗର...

ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ପାଇଁ କିସ୍‌କୁ ମିଳିଲା ‘ୟୁନେସ୍କୋ ଅନ୍ତର୍ଜାତୀୟ ସାକ୍ଷରତା ପୁରସ୍କାର-୨୦୨୨’

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (କିସ୍) ଡିମ୍‌ଡ ଟୁ ୟୁନିଭର୍ସିଟିକୁ ମିଳିଛି ବିଶ୍ଵସ୍ତରୀୟ ଶିକ୍ଷା ସମ୍ମାନ। ଜନଜାତି ପିଲାଙ୍କ ମଧ୍ୟରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ପାଇଁ କିସ୍‌କୁ...

ନୟାପଲ୍ଲୀ ଦୁର୍ଗାପୂଜା : ଏଥର ତୋରଣରେ ‘ମାତୃଭକ୍ତି’

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ଖୁବ୍ ଧୁମଧାମରେ ଦଶହରା ପର୍ବ ପାଳନ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ହୋଇପଡ଼ିଛି। ସହରର ୧୭୮ଟି ପୂଜା ମଣ୍ଡପରେ ମା’...

‘ଦି ଉଇକ’ ପତ୍ରିକା ଓ ହଂସ ରିସର୍ଚ୍ଚ ସର୍ଭେ: କିମ୍‍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ   କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ମେଡିକାଲ୍‍ କଲେଜ ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜ ଏବଂ ସମଗ୍ର ଭାରତର ଘରୋଇ ମେଡିକାଲ୍‍ କଲେଜ ଭାବେ ୧୬ତମ ସ୍ଥାନରେ ରହିଛି। ନିକଟରେ...

ସେଞ୍ଚୁରିଅନ୍ ୟୁନିଭରସିଟିରେ ସ୍ମାର୍ଟ ଇଣ୍ଡିଆ ହାକାଥନ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ମନ୍ତ୍ରାଳୟ ଏବଂ ଏଆଇସିଟିଇ ଆନୁକୂଲ୍ୟରେ ସ୍ମାର୍ଟ ଇଣ୍ଡିଆ ହାକାଥନର ହାର୍ଡୱେର୍ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ହାକାଥନର ଶେଷ ପର୍ଯ୍ୟାୟ...

ପାର୍କରେ ବୁଲିବେ ଖେଳିବେ ସ୍ମାର୍ଟସିଟି ପୋଷା ଜୀବଜନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନରେ ରାଜଧାନୀରେ ୬୦ରୁ ଅଧିକ ପାର୍କ ରହିଥିବାବେଳେ ଭରତପୁର ଅଞ୍ଚଳରେ ଆଉ ଏକ ସ୍ୱତନ୍ତ୍ର ପାର୍କ ପ୍ରତିଷ୍ଠା ହେବାକୁ ଯାଉଛି। ତେବେ ଏହି ପାର୍କର ବିଶେଷତ୍ୱ...