ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ଭଡ଼ାଘରୁ ପୋଲିସ୍ ଜବତ କରିଛି। ଭୁବନେଶ୍ଵର ନୟାପଲ୍ଲୀ ଗଡ଼ସାହି ଭଡ଼ାଘରେ ସୋମବାର ସକାଳୁ ରଶ୍ମିରେଖାଙ୍କୁ ଝୁଲନ୍ତା ଅବସ୍ଥାରେ ଘର...
ଟି-୨୦ ମ୍ୟାଚ ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ ଦୁଇ ଦଳର ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ଅପେକ୍ଷାର ଅନ୍ତ ହେଲା ନିର୍ଦ୍ଧାରିତ ସମୟ ମଧ୍ୟରେ ଭାରତ ଏବଂ ଦକ୍ଷିର ଆଫ୍ରିକାର ଖେଳାଳିମାନେ ଆସି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଲେ। ଖେଳାଳିମାନେ ପହଞ୍ଚିବା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା...
ଜୁନ ୧୩ରେ ବାଚସ୍ପତି ନିର୍ବାଚନ: ବିଜେଡିରୁ ପ୍ରାର୍ଥିପତ୍ର ଦାଖଲ କଲେ ବିକ୍ରମ କେଶରୀ ଆରୁଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁନ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଖୁବଶୀଘ୍ର ବିଧାନସଭାର ନୂଆ ମୁଖିଆ ପଦ ସମ୍ଭାଳିବେ। ବାଚସ୍ପତି ନିର୍ବାଚନ ଲାଗି ଶୁକ୍ରବାର, ଜୁନ ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା...
ଜୁନ ୧୨ରେ ବାରବାଟୀରେ ଟି-୨୦ ମ୍ୟାଚ: ଆଜି ଭୁବନେଶ୍ୱରରେ ପହଞ୍ଚିବେ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ। ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ...
ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସରେ ଓଡ଼ିଶାର ୩ ନାରୀ ପ୍ରତିଭା ସମ୍ବର୍ଦ୍ଧିତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Cdx1oi83_O8]
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ସୋମବାର ଦିନ ଭୁବନେଶ୍ଵର ସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ଵର...
ବିଶ୍ୱ ପରିବେଶ ଦିବସରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୱାକାଥନ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ୱାକାଥନ୍’ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି...
ବାଚସ୍ପତି ପଦବୀରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ଶନିବାର ଦିନ ସେ ନିଜ ଇସ୍ତଫାପତ୍ର ଉପବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଉପବାଚସ୍ପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ୨୦୧୯ ମସିହାରୁ ସୂର୍ଯ୍ୟନାରାୟଣ ପାତ୍ର...
କଂଗ୍ରେସର ଚାଲିଛି ଘର ସଜଡ଼ା ଉଦ୍ୟମ: ନବ ସଂକଳ୍ପ ସମାବେଶକୁ ଆସିଲେନି ତାରା, ମୋକିମ ଏବଂ ରମେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର ଚାଲିଛି ଘର ସଜଡ଼ା ଉଦ୍ୟମ। ଶରତ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ସଭାପତି ହେବା ପରେ ଦଳର ନେତା ଏବଂ କର୍ମୀଙ୍କୁ ଏକାଠି କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ରାଜ୍ୟ...
ଓଡ଼ିଶାଲାଇଭ୍ ଟିମ୍ ସହ ସ୍ୱାମୀ ସରୋଜଙ୍କ ଜନ୍ମଦିନ ପାଳିଲେ ଏସିଡ୍ ପୀଡ଼ିତା ପ୍ରମୋଦିନୀ ରାଉଳ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଖୁସିର ଦିନ କେବେ ଆସିବ ତାକୁ ଅପେକ୍ଷା କଲେ ଖୁସି ମିଳେନି। ବରଂ ଛୋଟ ଛୋଟ ଖୁସି ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଡ଼େ। ଆଜି ମୋ ସ୍ୱାମୀ ସରୋଜଙ୍କ ଜନ୍ମଦିନ...
ଓକାକରେ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ପରିସରରେ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଉଦଘାଟନ କରିଛନ୍ତି। ଏହି ସେଣ୍ଟର ସରକାରୀ ଓ୍ଵେବସାଇଟକୁ ସୁରକ୍ଷା ଯୋଗାଇବ। ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ...





















