ହୁତୁ ହୁତୁ ହୋଇ ଜଳି ଗଲା କେଶରୀ ମଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ସ୍ଥିତ କେଶରୀ ମଲରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ମଲରେ ଥିବା ୬ରୁ ୭ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ...
ପୁରୁଷ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ଷ୍ଟାଡିୟମଠାରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ୨୦୨୩ ଜାନୁଆରି ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ...
ବିଶ୍ୱକଳା ଦିବସ: ବୃହତ ଚିତ୍ର ଆଙ୍କି ବିଖ୍ୟାତ ଚିତ୍ରଶିଳ୍ପୀ ଲିଓନାର୍ଡୋ ଡା ଭିଞ୍ଚିଙ୍କୁ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ବିଖ୍ୟାତ ଚିତ୍ରଶିଳ୍ପୀ ଲିଓନାର୍ଡୋ ଡା ଭିଞ୍ଚିଙ୍କ ଜନ୍ମଦିନ ଏପ୍ରିଲ ୧୫ ତାରିଖରେ ବିଶ୍ୱକଳା ଦିବସ ପାଳନ କରାଯାଉଛି। ଏଥିପାଇଁ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଛି ଏକ...
ରାଜଧାନୀ ଭୁବନେଶ୍ଵରକୁ ୭୪ ବର୍ଷ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଅସନ୍ତୁଷ୍ଟ ହେଲେ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୧୩ ତାରିଖ ରାଜଧାନୀ ଭୁବନେଶ୍ଵରର ୭୪ ତମ ପ୍ରତିଷ୍ଠା ଦିବସ। ତିନିଦିନ ଧରି ପ୍ରତିଷ୍ଠା ଉତ୍ସବ ପାନଳ କରାଯିବ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସମ୍ପର୍କ...
ଦୁଇ ବର୍ଷ ପରେ ସାମ୍ବାଦିକଙ୍କ ଲାଗି ଆସନ୍ତା ୧୮ରୁ ଖୋଲିବ ଲୋକସେବା ଭବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଏବଂ ସାଧାରଣ ଲୋକଙ୍କ ଲାଗି ଖୋଲିବ ଲୋକସେବା ଭବନ। କୋଭିଡ ମହାମାରୀ ଯୋଗୁଁ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। କୋଭିଡ...
ବିଶ୍ଵର ଏକ ନମ୍ବର ସହର ହେବ ଭୁବନେଶ୍ଵର – ସୁଲୋଚନା ଦାସ
ସଂଗୀତା ମାନସିଂହ
[youtube https://www.youtube.com/watch?v=tRMO0uwQJBI]
ସାମ୍ବାଦିକରୁ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରକୁ ବିଶ୍ଵର ଏକ ନମ୍ବର ସହରରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ବୋଲି ଓଡ଼ିଶାଲାଇଭ୍କୁ ସ୍ଵତନ୍ତ୍ର...
ଦୁଇ ବର୍ଷ ପରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଟାଣିଲେ ଶ୍ରଦ୍ଧାଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶୋକାଷ୍ଟମୀ ଅବସରରେ ପରମ୍ପରା ଓ ନୀତିକାନ୍ତିର ସହ ଗଡ଼ିଛି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଭିଡ ଯୋଗୁଁ...
ଡ୍ରେନେଜ ସମସ୍ୟାରୁ ମୁକୁଳିବେ ଭୁବନେଶ୍ଵର ବାସିନ୍ଦା – ସୁଲୋଚନା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମ(ବିଏମ୍ସି)ର ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରରେ ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଡ୍ରେନେଜ ସମସ୍ୟା ଖୁବଶୀଘ୍ର ଦୂର କରିବାକୁ ଯୋଜନା...
ଝାରପଡ଼ା ହାଟ ଉଚ୍ଛେଦ: ବିଜେପିର ପ୍ରତିବାଦ, ବ୍ୟବସାୟୀଙ୍କ ରାସ୍ତା ରୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଝାରପଡ଼ା ଗଣେଶ ମଣ୍ଡପ ନିକଟ ଝାରପଡ଼ା ହାଟକୁ ଶୁକ୍ରବାର ସକାଳୁ ସକାଳୁ ଉଚ୍ଛେଦ କରିଛି ବିଡିଏ। ପ୍ରାୟ ୩୦୦ ଦୋକାନ ଭଙ୍ଗାଯାଉଛି। ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା...
ଭୁବନେଶ୍ୱରରେ ବିଗ୍ ବାସ୍କେଟ୍ ଅନ୍ଲାଇନ୍ ଗ୍ରୋସରି ସେବାର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିଗ୍ ବାସ୍କେଟ୍ର ଅନ୍ଲାଇନ୍ ଗ୍ରୋସରି ସେବା। ଏପ୍ରିଲ ୪ ତାରିଖ, ସୋମବାର ଦିନ କମ୍ପାନି ପକ୍ଷରୁ ଏହି ସେବାର ଶୁଭାରମ୍ଭ କରାଯାଇଛି। ଏଣିକି ଭୁବନେଶ୍ୱର ସହ ପୁରୀ,...




















