ଭୁବନେଶ୍ଵର ଛାତ୍ର ମୃତ୍ୟୁ ଘଟଣାକୁ ନେଇ ବିଏମସି କାର୍ଯ୍ୟାଳୟ ଘେରିଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ବରମୁଣ୍ଡାସ୍ଥିତ ଶତାବ୍ଦୀ ନଗର ଡ୍ରେନରେ ଛାତ୍ର ଭାସିଯାଇ ମୃତ୍ୟୁ ଘଟଣାରେ ବିଏମସିକୁ ଦାୟୀ କରିଛି ବିଜେପି। ଏଥିପାଇଁ ବିଜେପି କର୍ମୀମାନେ ବିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ମୃତ...

ଶତାବ୍ଦୀ ନଗର ଦଶମ ଶ୍ରେଣୀ ଛାତ୍ର ଭାସିଯିବା ଘଟଣା – ୧୯ ଘଣ୍ଟା ପରେ ଡ୍ରେନରୁ ମିଳିଲା ମୃତ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରର ଦଶମ ଶ୍ରେଣୀ ଛାତ୍ର ଡ୍ରେନରେ ଭାସିଯିବା ଘଟଣାର ଦୀର୍ଘ ୧୯ ଘଣ୍ଟା ପରେ ମିଳିଛି ଛାତ୍ରଙ୍କ ମୃତ ଦେହ। ଦମକଳ ବାହିନୀ ମୃତ ଦେହକୁ ସୋମବାର ଦିନ ପଞ୍ଚସଖା...

ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଲ୍‌କୋ ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣି ପୁରସ୍କୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଉନ୍ନତ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଓ ଦୃଢ଼ ପରିବେଶ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଥିବାରୁ ନାଲ୍‌କୋର ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ...

କରୋନା ପଜିଟିଭ୍ ଚିହ୍ନଟ ପରେ ସିଲ୍ ହେଲା ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସକୁ ଶୁକ୍ରବାର ଦିନ ସିଲ୍ କରାଯାଇଛି। ସେପ୍ଟେମ୍ବର ୧୭ ଓ ସେପ୍ଟେମ୍ବର ୧୮ ଦୁଇ ଦିନ ଉଭୟ କାର୍ଯ୍ୟାଳୟ ବନ୍ଦ ରହିବ। ଏହି କାର୍ଯ୍ୟାଳୟରୁ...

ଏକ୍ସଆଇଏମର ବିଜିନେସ କନକ୍ଲେଭ – ‘ଦ ୟୁନିକର୍ଣ୍ଣ ଷ୍ଟୋରି’ ବିଷୟରେ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ଭୁବନେଶ୍ଵର(ଏକ୍ସଆଇଏମ୍) ପକ୍ଷରୁ ଏକ ବିଜିନେସ କନକ୍ଲେଭର ଆୟୋଜନ କରାଯାଇଥିଲା। କରୋନା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତେ ଯୋଡ଼ି ହୋଇ "ଦ ୟୁନିକର୍ଣ୍ଣ ଷ୍ଟୋରି -...

ବର୍ଷା ବିତ୍ପାତ – ରେକର୍ଡ ଭାଙ୍ଗିଲା ପୁରୀ ଓ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବିଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ...

ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ୮ ମାସରେ ଅମାନିଆ ଗଣିଲେ ୨୧ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା କଟକଣା କୋହଳ ହେବାପରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। କିନ୍ତୁ କିଛି ଅମାନିଆ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଉଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସ ଶେଷ...

‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍’ ଉନ୍ମୋଚିତ – ଭବିଷ୍ୟତ ଗଢ଼ିବାରେ ଛାତ୍ରଛାତ୍ରୀଙ୍କୁ ହେବ ସହାୟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=joW_Oy7qL78] ପ୍ରକାଶନୀ ସଂସ୍ଥା ‘ବିଜ୍ଞାପନ’ ପକ୍ଷରୁ ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୧' ସୋମବାର ଉନ୍ମୋଚିତ ହୋଇଛି। ଭୁବନେଶ୍ଵରସ୍ଥିତ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ୟୁସିସିଆଇ) ପରିସରରେ ଏକ ନିରାଡ଼ମ୍ବର...

ରତିକାନ୍ତରୁ ଋତୁପର୍ଣ୍ଣା – ଓଡ଼ିଶାର ପ୍ରଥମ କିନ୍ନର ଅଫିସରଙ୍କ ସଙ୍ଘର୍ଷ ଓ ସଫଳତାର କାହାଣୀ

ଅଭିପ୍‌ସା ବରାଳ ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନଙ୍କ ସହିତ ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାର। ପିଲାବେଳେ ସମସ୍ତେ ଡାକୁଥିଲେ, ‘ମାଇଚିଆ, ଛକା, ରଙ୍ଗ’ “ବାପା, ବଡ଼ ଭାଇ ଭଲ ପାଉନଥିଲେ” ଗାଁରେ କହୁଥିଲେ, “ମାଇଚିଆଟା...

ରହିଲା ‘ନିମନ୍ତ୍ରଣ’ – ଆସ ଖାଇବ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ

ବିଶ୍ଵଜିତ ସାହୁ ଚାଉଳ ପୋଡ଼ଠାରୁ କାଞ୍ଜି ତୋରାଣି, ପୋଇ ଚିଙ୍ଗୁଡ଼ି ସାଙ୍ଗକୁ ମହୁରାଳୀ ଝୁର୍‌ଝୁରା। ଏମିତି ଭଳିକି ଭଳି ଓଡ଼ିଆ ପାରମ୍ପରିକ ଖାଦ୍ୟର ଆସର ନେଇଆସିଛି 'ନିମନ୍ତ୍ରଣ' ରେସ୍ତୋରାଁ। ଓଡ଼ିଆ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି...