ଗିରଫ ହେଲେ ବାପ-ପୁଅ : ମାନବବାଦ ସଙ୍ଗଠନ ନାଁରେ ଚଳାଇଥିଲେ ଅପରାଧର ସାମ୍ରାଜ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଗୁନିଆ ବାପ-ପୁଅ ମାଡ଼ ଘଟଣା ଗିରଫ ହେଲେ ମାନବବାଦ ସଙ୍ଗଠନର ପ୍ରବକ୍ତା ମାନସ ଦାସ ପୁଅ ମନୋରଞ୍ଜନ ଦାସ ଗିରଫ ବିଭିନ୍ନ ଅପରାଧୀକ ମାମଲାରେ ଥିଲା ସମ୍ପୃକ୍ତି ମାନସ ଦାସଙ୍କ...

ବିଏମସିର ଗଣେଶ ପୂଜା ଗାଇଡଲାଇନ – ୭ ଜଣରେ ହେବ ପୂଜା, ସର୍ବସାଧାରଣ ଦର୍ଶନ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି। ସେପ୍ଟେମ୍ବର ୧୦ ତାରିଖରେ ଗଣେଶ ପୂଜା ପଡ଼ୁଥିବାରୁ ସମସ୍ତ କରୋନା କଟକଣାକୁ ମାନି ମଣ୍ଡପରେ ପୂଜା କରିବାକୁ ବିଏମସି ପକ୍ଷରୁ...

କୋଭିଡ କଟକଣା ଭିତରେ ମୌସୁମୀ ଅଧିବେଶନ – ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ କଟକଣା ଭିତରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସଠାରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଅଧିବେଶନ ସହ ଯୋଡ଼ି ହୋଇ ଦିବଙ୍ଗତ...

ସାମ୍ବାଦିକତା ନାଁରେ ଦାଦାବଟି ଆଦାୟ ଅଭିଯୋଗ: ଏକ ୱେବ ମିଡିଆର ୪ କର୍ମଚାରୀଙ୍କୁ ଉଠାଇ ନେଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ କିଛି ୱେବ ମିଡିଆ ସଂସ୍ଥାର ସାମ୍ବାଦିକମାନେ ଅନେକ ସମୟରେ ବିଭିନ୍ନ କାରଣ ଦର୍ଶାଇ ଦାଦାବଟି ଆଦାୟ କରୁଥିବା ନଜିର ରହିଛି। ସେହିପରି ଏବେ ଆଉ ଏକ ଘଟଣା ସାମ୍ନାକୁ...

ଭୁବନେଶ୍ୱରର ପ୍ରିୟଙ୍କା ସାହାଣୀ – ତାଙ୍କ ରଙ୍ଗତୂଳୀରେ ଜୀବନ୍ତ ହେଉଛି ଚିତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=NNU2Vzb6XmQ] (ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଭୁବନେଶ୍ୱରର ପ୍ରିୟଙ୍କା ସାହାଣୀ। ପେସାରେ ସେ ଜଣେ ସଫ୍ଟଓ୍ୱେୟାର ଡେଭଲୋପର କିନ୍ତୁ ନିଶା ତାଙ୍କର ଚିତ୍ର ଆଙ୍କିବା। ଚାକିରି ଜୀବନରୁ ସମୟ ବାହାର କରି ସେ...

ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେଲା କିଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇଛି। ଏଣିକି କିଟ୍‌ର ଆର୍ଥିକ କାରବାର ଏବଂ ଅନୁଷ୍ଠାନ ସହିତ ଜଡ଼ିତ ସମସ୍ତ ତଥ୍ୟ ଦେବାକୁ କିଟ୍...

କରୋନା ସଂକ୍ରମଣ – ରେଡ୍ ଜୋନରେ ଖୋର୍ଦ୍ଧା, ୟେଲୋ ଜୋନରେ କଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ଶହ ଶହ ପଜିଟିଭ୍। ଏହି ସଂଖ୍ୟାକୁ ନେଇ ଚିନ୍ତାରେ ସ୍ଵାସ୍ଥ୍ୟ ବିଭାଗ। ରାଜ୍ୟ ସରକାରଙ୍କ...

ହିଞ୍ଜିଳିରୁ ଆରମ୍ଭ ହାଇସ୍କୁଲ ରୂପାନ୍ତରଣ – ପ୍ରଥମ ପର୍ଯ୍ୟାୟରେ ୧୦ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୦ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ ଭର୍ଚୁଆଲ ମୋଡ଼ରେ ଲୋକର୍ପଣ କଲେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ଆରମ୍ଭ ସ୍କୁଲ ରୂପାନ୍ତରଣ ୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଶେଷ ରାଜ୍ୟରେ ଶିକ୍ଷାବ୍ୟବସ୍ଥାକୁ ଆଧୁନିକୀକରଣ କରିବା ନିମନ୍ତେ...

ଏମ୍ସରେ ବିନା ମୂଲ୍ୟରେ ଏକ୍‌ମୋ ଚିକିତ୍ସା – ଏହା କ’ଣ, କୋଭିଡ୍ କବଳରୁ କିପରି ଦିଏ ମୁକ୍ତି?

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁତର ରୋଗୀଙ୍କ ପାଇଁ ଏକ୍‌ମୋ ଚିକିତ୍ସା କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଏକ୍‌ମୋର ବ୍ୟବହାର ଭୁବନେଶ୍ଵର ଏମ୍ସରେ ଏକ୍‌ମୋ ଚିକିତ୍ସା ଗରିବ ଓ ରାସନକାର୍ଡ଼ଧାରୀଙ୍କ ପାଇଁ ମାଗଣା ଏଣିକି ଭୁବନେଶ୍ଵର ଏମ୍ସରେ ବିନା...

ଟିକାକରଣ ପରେ ବି ହେଉଛି କରୋନା – ଭୁବନେଶ୍ୱରରୁ ସର୍ବାଧିକ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମୁକାବିଲା କ୍ଷେତ୍ରରେ ଟିକାକୁ ଏକମାତ୍ର ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଯେଉଁମାନେ ଟିକାର ଉଭୟ ଡୋଜ୍ ନେଇସାରିଛନ୍ତି ସେମାନେ ପୁଣିଥରେ ସଂକ୍ରମିତ ହେଉଛନ୍ତି, ଆଉ...