ଖବର ବିଶ୍ଳେଷଣ – ଭାରତୀୟ ହକିକୁ ଓଡ଼ିଶାର ଅବଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟୋକିଓ ଅଲିମ୍ପିକ୍ସରେ ହକି ଖେଳର ସେମିଫାଇନାଲରେ ଉଭୟ ପୁରୁଷ ଓ ମହିଳା ଟିମ ପ୍ରବେଶ କରିବା କିଛି କମ୍ କଥା ନୁହେଁ। ପ୍ରତ୍ୟେକ ଏହି ସଫଳତାକୁ ନିଜ ନିଜ ଢଙ୍ଗରେ ପାଳନ...
ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବା ପାଇଁ ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ୱତ୍ତ୍ୱ ନିଜ ନାମରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ କରିବା ପାଇଁ ରାଉରକେଲା ମହାନଗର ନିଗମ ବାସିନ୍ଦାଙ୍କୁ...
ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜଣେ ଶତାୟୁ ବୃଦ୍ଧ। ବୃଦ୍ଧ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଝାରପଡା ଅଞ୍ଚଳର ବୃନ୍ଦାବନ ସାମଲ। ଜୁଲାଇ ୨୬ରେ ସେ ସଂକ୍ରମିତ...
ମାଷ୍ଟର କ୍ୟାଣ୍ଟିନର ଯୋଦ୍ଧା ଘୋଡ଼ା ଓ ରାଜଧାନୀ ବିକାଶର ମୁଖ୍ୟ ପ୍ରସଙ୍ଗ
କପିଳାସ ଭୂୟାଁ
ଶେଷକୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକର ଯୋଦ୍ଧା ଘୋଡ଼ାକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ସ୍ମାର୍ଟ ସିଟି ଭୁବନଶ୍ଵରର ରୂପାନ୍ତରଣ ନିମନ୍ତେ ବିଡିଏ ଓ ସଂସ୍କୃତି ବିଭାଗ ମିଳିତ ଭାବେ...
ସମଗ୍ର ରାଜ୍ୟରେ କୋହଳ କଟକଣା – ଫୋକସ୍ରେ କଟକ, ଭୁବନେଶ୍ଵର, ପୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ପରିସ୍ଥିତି ଓ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟାକୁ ଆପଣେଇଛନ୍ତି ରାଜ୍ୟ ସରକାର। ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ କମ୍...
ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ – ଅର୍ଥ ସଚିବ ହେଲେ ବିଶାଲ ଦେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂତନ ବିଭାଗରେ ନିଯୁକ୍ତି ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣାଙ୍କୁ...
ରେଡ୍ ଜୋନରେ ଖୋର୍ଦ୍ଧା- ଅନଲକର ସମ୍ଭାବନା ନାହିଁ କହିଲେ ଡିଏମଇଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କରୋନା ସଂକ୍ରମଣ କମିଛି। ଗୋଟିଏ ସମୟରେ ରାଜ୍ୟର ୨୦ରୁ ଊର୍ଦ୍ଧ୍ଵ ଜିଲ୍ଲା ରେଡ୍ ଜୋନରେ ରହୁଥିଲା। କିନ୍ତୁ ଏବେ ସେହି ସ୍ଥିତି ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏବେ...
ଦେବଦାସ ଛୋଟରାୟଙ୍କ ପୁସ୍ତକ ‘ବିଜୁବାବୁ’ ଉନ୍ମୋଚନ କଲେ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲେଖକ ଦେବଦାସ ଛୋଟରାୟଙ୍କ ଦ୍ଵାରା ଲିଖିତ ‘ବିଜୁବାବୁ’ ପୁସ୍ତକ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜଭବନ ପରିସରରେ ରାଜ୍ୟପାଳ ଏହି ପୁସ୍ତକଟିକୁ ଉନ୍ମୋଚନ କରିବା ସହ ଏଭଳି ପୁସ୍ତକ...
ଭୁବନେଶ୍ଵରରେ ପ୍ରଥମ ଡେଙ୍ଗୁ ମୃତ୍ୟୁ!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ଦେଖା ଦେଇଛି ଡେଙ୍ଗୁ ଆତଙ୍କ। ଚଳିତ ବର୍ଷ ଭୁବନେଶ୍ଵରରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ଖଣ୍ଡନ କରିଛନ୍ତି...
ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକର ଐତିହ୍ୟ ଘୋଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ବିବାଦ ଓ ସମାଲୋଚନା ପରେ ଶେଷରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଥିବା ସ୍ଥାପତ୍ୟ ଘୋଡ଼ାକୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଐତିହ୍ୟ ସ୍ଥାପତ୍ୟକୁ ସ୍ଥାନାନ୍ତର ନ କରିବା...




















