ଜନ ଅସନ୍ତୋଷ ପରେ ନରମିଲେ ସରକାର – ୩ ମାସ ପାଇଁ ଜରିମାନା ଆଦାୟ କୋହଳ କଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
୩ ମାସ ଯାଏଁ କୋହଳ ହେଲା ଜରିମାନା ଆଦାୟ
ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ଅପିଲ୍
ଲୋକଙ୍କ ପ୍ରତି କଠୋର ହୁଅ ନାହିଁ : ମୁଖ୍ୟମନ୍ତ୍ରୀ
ଅଧିକ କାଉଣ୍ଟର ଖୋଲିବାକୁ...
ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ‘ଭରସା’, ଶୁଭାରମ୍ଭ କଲେ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କ ପାଇଁ ଆରମ୍ଭ ହେଲା ‘ଭରସା’ ଟ୍ରଷ୍ଟ। ଶନିବାର ଦିନ ଇଡକୋଲ ଅଡିଟୋରିୟମରେ ଏହାକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗରିବ...
‘‘ମୋ’ ପୁଅ କହିକି ଯାଇଛି ସେ ନିଶ୍ଚୟ ଫେରିବ’’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Y_k7GpJ12e4
ମେ’ ୨୫ରେ ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଅମୀୟବାଳା ପରିଡ଼ା ତାଙ୍କ ପୁଅ ଗିରିଜାକୁ ହରାଇଛନ୍ତି। ସେହି ଦୁଃଖଦ ମୁହୂର୍ତ୍ତକୁ ମନେପକାଇଛନ୍ତି ଅମୀୟବାଳା।
"ସେ ନିଶ୍ଚୟ ଆସିବ। ମତେ...
ପବ୍ଲିକ ସ୍କାନରରେ ପୋଲିସ ଓ ସରକାରୀ ଗାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲିସ ଓ ସରକାରୀ ଗାଡ଼ି ଯାଞ୍ଚ କରିବାକୁ ଦାବି କଲେ ସାଧାରଣ ଲୋକେ।
ପୋଲିସ ସବୁବେଳେ ପବ୍ଲିକ ଗାଡ଼ିକୁ ଚେକିଂ କରି ଜରିମାନା ଆଦାୟ କରିଥାଏ। କିନ୍ତୁ ଆଜି ଓଲଟା ଚିତ୍ର ଦେଖିବାକୁ...
ରାଜଧାନୀର ରାଜମହଲ ରାସ୍ତା ପାଲଟିଗଲା ଶ୍ରୀନଗର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=rDEo7j9qLF8
ଗାଡ଼ି ଚେକିଂ ବେଳେ ଲଙ୍କାକାଣ୍ଡ
ତାତିଲେ ଲୋକେ
ପୋଲିସ-ଜନତା ଖଣ୍ଡଯୁଦ୍ଧ
ଲୋକଙ୍କୁ ଗୋଡ଼େଇ ପିଟିଲା ପୋଲିସ
ପୋଲିସ ଉପରକୁ ଇଟା, ପଥର ମାଡ଼
ପୋଲିସର ଫ୍ଲାଗମାର୍ଚ୍ଚ
ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଚିତ୍ର।...
ବାଲେଶ୍ଵରର ବିଜୟ ଜେନା, ଭୁବନେଶ୍ୱରରେ ଟ୍ରି-ମ୍ୟାନ୍
ଓଡ଼ିଶାଲାଇଭ ବ୍ୟୁରୋ
ପ୍ରଥମେ କହୁଥିଲେ ପାଗଳ ଏବେ ଖୁସିରେ ହାତ ମିଳାନ୍ତି
ପରିବେଶକୁ ସବୁଜିମା କରିବା ଲକ୍ଷ୍ୟ
ପ୍ରତ୍ୟେକ ଦିନ ଲଗାଉଛନ୍ତି ଗଛ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରତିଦିନ କେଉଁଠି ନା କେଉଁଠି...
ବିଏମସିର ନୂଆ ପାର୍କିଂ ପ୍ଲାନ, ୬ ମାସରେ ଲାଗୁ ହେବ ନୂଆ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବ ରାଜଧାନୀ ଭୁବନେଶ୍ୱରର ପାର୍କିଂ ବ୍ୟବସ୍ଥା। ଅଳ୍ପ ଦିନ ମଧ୍ୟରେ ଭୁବନେଶ୍ୱରରେ ଲାଗୁ ହେବାକୁ ଯାଉଛି ନୂଆ ପାର୍କିଂ ନିୟମ। ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିସନରେଟ୍ ପୋଲିସ୍ କଡ଼ାକଡ଼ି...
ବି.ଡ଼ି.ଏ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବି.ଡି.ଏ କଲୋନୀରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁଦିବସ ପାଳିତ ହୋଇଯାଇଛି।
ଗୁରୁଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଆଶୁତୋଷ ରଥ ଯୋଗ ଦେଇଥିଲେ। ତାଙ୍କ ସହ ବିଦ୍ୟାଳୟର ସଭାପତି...
ଆରଟିଓ ଅଫିସ୍ରେ ସୋରିଷ ପକେଇବାକୁ ଜାଗା ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କ ଦ୍ୱାରା ନୂଆ ମୋଟର ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍ ପୋଲିସଙ୍କ ଜାଲରେ ଫସୁଛନ୍ତି ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକ। ଡ୍ରାଇଭିଙ୍ଗ୍ ଲାଇସେନ୍ସ, ପ୍ରଦୂଷଣ ପ୍ରମାଣପତ୍ର, କାଗଜପତ୍ର...
ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ – ଅନୁପ ଜଲୋଟାଙ୍କ ଭଜନରେ ବିଭୋର ହେଲେ ଦର୍ଶକ
ଓଡ଼ିଶାଲାଇଭ ବ୍ୟୁରୋ
ଗୁରୁ କେଳୁଚରଣ ମହାପାତ୍ରଙ୍କ ୨୫ତମ ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି। ସୃଜନ ଅନୁଷ୍ଠାନ ଗତ ୨୪ ବର୍ଷ ଧରି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଆସୁଅଛି। ଗୁରୁ...