ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ – କରୋନା ପ୍ରଭାବ କମିଗଲାଣି ଭାବିବା ଭୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର...
”ସମାଜରେ ସମାନତା ପାଇଁ ବାଳିକାମାନଙ୍କୁ ଶିକ୍ଷିତ କରିବା”
ଓଡ଼ିଶାଲାଇଭ୍ ବ୍ୟୁରୋ
କିଟ ଓ କିସ୍ର ଅନନ୍ୟ ପ୍ରୟାସ ‘କନ୍ୟା କିରଣ’ ପକ୍ଷରୁ ରବିବାର ରାଜ୍ୟର ୩୪ଟି ସ୍ଥାନରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା। ଏହି ଅବସରରେ କନ୍ୟା କିରଣର ବିଷୟବସ୍ତୁ...
ଭୁବନେଶ୍ୱର ମହାନଗର ନିଗମରେ ପାର୍କିଂ ଫି ବଢ଼ିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ରାସ୍ତା ଉପରେ ଗାଡ଼ି ରଖିଲେ ଏଣିକି ଅଧିକ ପାର୍କିଂ ଫି ଦେବାକୁ ହେବ। ଏପ୍ରିଲ ପହିଲା ତାରିଖରୁ ଏହି ବୃଦ୍ଧି ଲାଗୁ ହେବ। ଏନେଇ...
ଜାନୁଆରି ୨୬ରୁ କୋଭିଡ କଟକଣାରେ ଆଦିବାସୀ ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୨୬ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱର ୟୁନିଟ ୧ ଆଦିବାସୀ ପଡ଼ିଆରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ମେଳା...
ରାଜାରାଣୀ ସଙ୍ଗୀତ ଉତ୍ସବ – ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ସଙ୍ଗୀତ ଓ ସୀତାର ବାଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସୀତାର ବାଦନର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା।
ମଙ୍ଗଳବାର ସନ୍ଧ୍ୟାର...
ଘାସିରାମ ପଣ୍ଡାଙ୍କ ପୁସ୍ତକ ‘ଅସୁମାରୀ ସ୍ୱପ୍ନ’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲେଖକ ତଥା ସାମାଜିକ କର୍ମୀ ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଂକଳନ ‘ଅସୁମାରୀ ସ୍ୱପ୍ନ’ସୋମବାର ବିଧାନସଭା ପରିସର ବାଚସ୍ପତିଙ୍କ ସଭାକକ୍ଷରେ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ...
ଭୁବନେଶ୍ୱରରେ ୬ଟି ହସ୍ପିଟାଲରେ ହେବ ଟିକାକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାରଠୁ ଆରମ୍ଭ ହେଉଛି ଟିକାକରଣ। ଏଥିପାଇଁ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖାଯାଇଛି। ଟିକାକରଣ ଲାଗି ରାଜ୍ୟରେ ୧୬୨ଟି କେନ୍ଦ୍ର ପ୍ରସ୍ତୁତ ହୋଇଛି। ତେବେ ଭୁବନେଶ୍ୱରରେ ୫ଟି ବଦଳରେ ଏବେ ୬...
କଲ୍ୟାଣ ମଣ୍ଡପ ପାଇଁ ବିଏମସିର ଗାଇଡଲାଇନ – କରୋନା କଟକଣାରେ ପାଳନ ହେବ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ କଲ୍ୟାଣ ମଣ୍ଡପ ଓ ଉତ୍ସବ ପାଳନ ଗୃହ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ବିଏମସି କର୍ତ୍ତୃପକ୍ଷ। ବୁଧବାର ଦିନ ଜାରି କରାଯାଇଥିବା...
ଭୁବନେଶ୍ୱରରେ କେଉଁଠି ହେବ ଟିକାକରଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅପେକ୍ଷାର ଅନ୍ତ ଘଟିଲା। ଓଡ଼ିଶାରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ। ଟିକା ପହଞ୍ଚିବା ପରେ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖାଯାଇଛି। ଟିକାକରଣ ଲାଗି ରାଜ୍ୟରେ ୧୬୨ଟି କେନ୍ଦ୍ର ପ୍ରସ୍ତୁତ ହୋଇଛି।...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୁବ କଂଗ୍ରେସର କଳା ପତାକା ପ୍ରଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପେଟ୍ରୋଲ, ଡିଜେଲ ଦରର ଅହେତୁକ ବୃଦ୍ଧି ଏବଂ ନୂଆ କୃଷି ଆଇନ ବିରୋଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୁବ କଂଗ୍ରେସ ଦେଖାଇଲା କଳା ପତାକା। ମଙ୍ଗଳବାର ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ...




















