ଭୁବନେଶ୍ୱରରୁ ଆଜି ୩୧୪ ପଜିଟିଭ୍ ଚିହ୍ନଟ, ୩୫୪ ଆକ୍ରାନ୍ତ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରୁ ଆଜି ୩୧୪ ପଜିଟିଭ୍ ଚିହ୍ନଟ
୮୪ ଜଣ କ୍ୱାରେଣ୍ଟାଇନରୁ,୨୩୦ ସ୍ଥାନୀୟ ସଂକ୍ରମିତ
ସହରରେ ଏବେ ବି ୩୫୩୧ ଜଣ ଆକ୍ରାନ୍ତ ସକ୍ରିୟ
ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୧୪ ନୂଆ...
ପେଟ୍ରୋଲ ପମ୍ପରେ ବିସ୍ଫୋରଣ – ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ରାଜଭବନ ଛକ ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଆହତଙ୍କ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥସହିତ ସେ ଆହତଙ୍କ ଆଶୁ ଆରୋଗ୍ୟ...
ଫାଟିଲା ଏଲପିଜି ଟାଙ୍କି, ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ। ଏଲପିଜି ଟାଙ୍କିରେ ନିଆଁ ଲାଗିବା ସହ ଏହା ଫାଟିଯିବାରୁ ପରିସ୍ଥିତି ଭୟଙ୍କର ହୋଇଛି। ଏଥିରେ ଅନେକ ଲୋକ ଆହତ...
ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ରାଜଭବନ ଛକ ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ। ବୁଧବାର ଦିନ ୧ଟା ସମୟରେ ପେଟ୍ରୋଲ ପମ୍ପରେ ଅଚାନକ ନିଆଁ ଲାଗିଯାଇଥିବା ସୂଚନା ମିଳିଛି।
ପେଟ୍ରୋଲ ପମ୍ପରେ...
ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ ‘ରାଜନନ୍ଦିନୀ’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଲେଖିକା, ସଂପାଦିକା ଓ ସଂଗଠିକା ସଂଯୁକ୍ତା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ 'ରାଜନନ୍ଦିନୀ' ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ଣରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଅନୁବାଦିକା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର...
ଭୁବନେଶ୍ୱରରୁ ଆଜି ୩୬୫ ପଜିଟିଭ୍ ଚିହ୍ନଟ, ୩୨୯ ଆକ୍ରାନ୍ତ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ୩୬୫ ପଜିଟିଭ୍ ଚିହ୍ନଟ
୧୧୬ କ୍ୱାରେଣ୍ଟାଇନରୁ,୨୪୯ ସ୍ଥାନୀୟ ସଂକ୍ରମିତ
ସହରରେ ଏବେ ବି ୩୫୭୧ ଜଣ କୋଭିଡ୍ ରୋଗୀ ସକ୍ରିୟ
ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୬୫ ନୂଆ...
ଭୁବନେଶ୍ୱରରୁ ଆଜି ୩୧୯ ପଜିଟିଭ୍ ଚିହ୍ନଟ, ସହରରେ ଏବେ ବି ୩୫୩୭ ଆକ୍ରାନ୍ତ ସକ୍ରିୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ୩୧୯ ପଜିଟିଭ୍ ଚିହ୍ନଟ
୯୨ ଜଣ କ୍ୱାରେଣ୍ଟାଇନରୁ,୨୨୯ ଜଣ ସ୍ଥାନୀୟ ସଂକ୍ରମିତ
ସହରରେ ଏବେ ବି ୩୫୩୭ କରୋନା ଆକ୍ରାନ୍ତ ସକ୍ରିୟ
ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୧୯...
ଯେଉଁ ବ୍ୟାଙ୍କରୁ ଋଣ କରିଥିଲେ ସେହି ବ୍ୟାଙ୍କକୁ ଲୁଟିଲେ – ଧରିଲା କମିସନରେଟ୍ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କମିସନରେଟ୍ ପୋଲିସ୍ ହାତରେ ଧରାପଡ଼ିଲା ଦୁଇ ଦୁଇଟି ବ୍ୟାଙ୍କ ଡକାୟତିର ମାଷ୍ଟରମାଇଣ୍ଡ। ଗତ ମାସରେ କଳାରାହାଙ୍ଗ ଇଣ୍ଡିଆନ୍ ଓଭରସୀଜ୍ ବ୍ୟାଙ୍କ୍ ଓ ବରିମୁଣ୍ଡ ବ୍ୟାଙ୍କ୍ ଲୁଟିଥିବା ଚାଲାକ୍ ଅପରାଧୀକୁ କମିସନରେଟ୍ ପୋଲିସର...
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଦିନ ଦ୍ଵିପ୍ରହରରେ ଏଭଳି ଘଟଣା ଘଟିଛି ଭୁବନେଶ୍ଵରର ସାମନ୍ତରାପୁରରେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମନ୍ତରାପୁରର ଜଣେ ମିଠା ଦୋକାନୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ହତ୍ୟାକାରୀ...
ଗୁପଚୁପ୍ ବିକୁଥିଲେ, ଆନନ୍ଦପୁରର ରାହୁଲଙ୍କୁ କିଟ୍ରେ ପଢ଼ିବାର ସୁଯୋଗ ଦେଲା କିସ୍ ଫାଉଣ୍ଡେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଆଉ ଗୁପ୍ଚୁପ୍ ବିକିବାକୁ ପଡ଼ିବ ନାହିଁ। ଏବେ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଲ ମହତ କିଟ୍ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବେ। ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ରାହୁଲଙ୍କୁ ସହାୟତାର ହାତ...



















