ଏସ୍‌ସି ଓ ଏସ୍‌ଟି ହଷ୍ଟେଲରେ ମୌଳିକ ସୁବିଧାର ଉନ୍ନତି ଲାଗି ଆରମ୍ଭ ହେଲା ‘ମିସନ୍‌ ସୁବିଦ୍ୟା’

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ମିସନ୍‌ ସୁବିଦ୍ୟା। ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ମିସନ୍‌ ସୁବିଦ୍ୟା ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି...

ଜାନୁଆରି ପହିଲାକୁ କମିପାରେ ପିଆଜ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ପିଆଜ ନାଁ କହିଲେ ଲୋକଙ୍କୁ ଏବେ ଡର ଲାଗୁଛି। ପିଆଜ ଦାମ୍ ଯେତିକି ଅଛି ସାଧାରଣ ଲୋକଠୁ ଆରମ୍ଭ କରି ବାବୁ ସାହେବ୍ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। ପିଆଜ ଦର ଦିନକୁ...

ବରମୁଣ୍ଡା ହାଉସିଂବୋର୍ଡ କଲୋନିରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ   ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟ। ଭୁବନେଶ୍ୱର ଉପକଣ୍ଠ ବରମୁଣ୍ଡାସ୍ଥିତ ହାଉସିଂବୋର୍ଡ କଲୋନିର ଏମ୍‌ଆଇଜି-୫୧ ଭଡ଼ା ଘରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ...

ରାଜଧାନୀ ଭୁବନେଶ୍ୱରରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ ରାଜ୍ୟରେ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ନିକଟରେ ପୋଲିସ୍‌ ଅଧିକାରୀଙ୍କ ଦ୍ୱାରା ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏକ ଦୁଷ୍କର୍ମ ଅଭିଯୋଗ ହୋଇଛି।...

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ 5-T ସଚିବ ପାଣ୍ଡିଆନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍‌। ଆଜି ବଡ଼ି ଭୋରରୁ ପାଣ୍ଡିଆନ୍‌ ଲିଙ୍ଗରାଜ ମନ୍ଦିର ପହଞ୍ଚି ମନ୍ଦିରର ବାହାର ଏବଂ ଭିତର ପରିଦର୍ଶନ କରିଥିଲେ ଏବଂ ବିକାଶମୂଳକ...

ବିଭି ରାଓ ହେଲେ ବିଜୁ ପଟ୍ଟନାୟକ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ହେଲେ ବରୁଡ଼ ଭେଙ୍କଟେଶ୍‌ ରାଓ। ମଙ୍ଗଳବାର ସେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭି ରାଓ ପୂର୍ବରୁ ବେଙ୍ଗାଳୁରୁ ବିମାନବନ୍ଦରର ନିର୍ଦ୍ଦେଶକ...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କର ସାମାଜିକ...

ଟୁଇନ୍‌ ସିଟିରେ କେତେ ସ୍ପିଡ୍‌ରେ ଚଳାଇବେ ଗାଡ଼ି? କମିସନରେଟ୍‌ ପୋଲିସ ଜାରି କଲା କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ଭୁବନେଶ୍ୱର ଭିତରେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି କି? ଯଦି ହଁ, ତାହାଲେ ସତର୍କ ହୋଇ ଯାଆନ୍ତୁ। କାରଣ କମିସନରେଟ୍‌ ପୋଲିସ ସ୍ପିଡ୍‌ ଗାଡ଼ି ଚଳାଚଳ ଉପରେ ଲଗାମ ଲଗାଇଛି। କେତେ...

ହାଇଦ୍ରାବାଦ ଦୁଷ୍କର୍ମ ଘଟଣା ପରେ ମହିଳାଙ୍କ ଲାଗି ଆଡଭାଇଜରି ଜାରି କଲା କମିସନରେଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦରେ ୨୬ ବର୍ଷୀୟା ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ କମିସନରେଟ ପୋଲିସ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି। ରାଜଧାନୀର ମହିଳାମାନଙ୍କ ପାଇଁ ଜାରି ହୋଇଥିବା ଏହି...

ଏଣିକି ୫୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଗଣିବେ ତଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ସାବଧାନ! ୫୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ଚଳାଉଛନ୍ତି କି? ଗଣିବେ ଫାଇନ୍‌। ଏନେଇ କମିସନରେଟ୍‌ ପୋଲିସ ଜାରି କଲା ଆଡଭାଇଜରି। ଭୁବନେଶ୍ୱର-କଟକରେ ଗାଡ଼ି ଚଳାଇବା ବେଳେ ସର୍ବାଧିକ ବେଗ କେତେ ରହିବ,...