ଓଡ଼ିଶା ଅଣ୍ଡର-୧୯ କ୍ରିକେଟ୍ ଟିମ୍ରେ ସୋଆ ଛାତ୍ର ଶୁଭ୍ରାଂଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଅଣ୍ଡର-୧୯ କ୍ରିକେଟ ଟିମ୍ ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଛାତ୍ର ଶୁଭ୍ରାଂଶୁ ହରିଚନ୍ଦନ ମନୋନିତ ହୋଇଛନ୍ତି।
ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ମନୋନୀତ ଖେଳାଳିମାନଙ୍କର...
ଆରଟିଓ ହେଉଛି ଦଲାଲ ମୁକ୍ତ, ଚାରିପାଖରୁ ହଟିଲା ଦଲାଲଙ୍କ ଅସ୍ଥାୟୀ ଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସମସ୍ତ ଆରଟିଓକୁ ଦଲାଲମୁକ୍ତ କରିବାକୁ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଜି ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଆରଟିଓ-୧ ପରିସରରେ ଥିବା ଦଲାଲମାନଙ୍କ ବିଭିନ୍ନ ଅସ୍ଥାୟୀ ଘରଗୁଡ଼ିକୁ ଭାଙ୍ଗିଦେଇଛି ପ୍ରଶାସନ।
ସୋମବାର ବିଡିଏ ଓ...
ଭୁବନେଶ୍ଵରରେ ଖୋଲିଲା ଲର୍ଣ୍ଣିଂ ଲାଇସେନ୍ସ ପାଇଁ କ୍ୟାମ୍ପ ଅଫିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଏବେ ଗାଡ଼ି ଚାଳକଙ୍କ ଲାଇନ୍ ଆରଟିଓରେ ଲାଗୁଛି। ଲାଇସେନ୍ସ ପାଇଁ ଚାଳକମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହେଉଛନ୍ତି। ଗହଳି...
ସମ୍ରେ ନିସନ୍ତାନ ଦମ୍ପତିଙ୍କ ପାଇଁ ସଚେତନତା ଶିବିର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ସନ୍ତାନ ସନ୍ତତି ନ ହେବା ଓ ବାରମ୍ବାର ଗର୍ଭ ନଷ୍ଟ ହେବା ଭଳି ସମସ୍ୟା ଥିବା ମହିଳାମାନଙ୍କ ପାଇଁ ସମ୍ ହସ୍ପିଟାଲ୍ର ସେଣ୍ଟର ଫର୍...
ନୂଆକରି ମାଷ୍ଟରକ୍ୟାଣ୍ଟିନ୍ରୁ ଲିଙ୍ଗରାଜ ମନ୍ଦିର ଯାଏଁ ଗଡ଼ିଲା ‘ମୋ ବସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ପର୍ଯ୍ୟଟନ ଦିବସରେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଆରମ୍ଭ କରାଯାଉଛି ‘ମୋ ବସ’ର ନୂଆ ବସ୍ ରୁଟ୍ ସେବା। ଏହି ବସ୍ ରୁଟ୍ ସେବା ମାଷ୍ଟର୍ କ୍ୟାଣ୍ଟିନରୁ...
ବଦଳିବ ବରମୁଣ୍ଡା ବସ୍ଷ୍ଟାଣ୍ଡର ନକ୍ସା, ସାମ୍ନାକୁ ଆସିଲା ଆଖି ଝଲସେଇଲା ଭଳି ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରମୁଣ୍ଡା ବସ୍ଷ୍ଟାଣ୍ଡର ନକ୍କସା ବଦଳାଇବେ ରାଜ୍ୟ ସରକାର। ଏଥିପାଇଁ ୧୬୦ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଲୋକସେବା ଭବନରେ ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟ୍ରେ ଏହି ପ୍ରସ୍ତାବ ଉପରେ...
ଚିକିତ୍ସା ଅବହେଳାରୁ ଶିଶୁ ମୃତ – ଅଢ଼େଇ ଲକ୍ଷ ଟଙ୍କା ତଣ୍ଡ ଗଣିବେ କିମ୍ସ୍ କର୍ତ୍ତୃପକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
କିମ୍ସ୍ କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ମାନବାଧିକାର କମିସନଙ୍କ ଛାଟ। ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି କମିସନ। କିମ୍ସ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଶିଶୁ ମୃତ୍ୟୁ ଘଟଣାରେ ଦୋଷୀ...
ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର, ଖର୍ଚ୍ଚ ହେବ ୧୬୦ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆରୂପରେ ସଜେଇ ହେବ ବରମୁଣ୍ଡା ବସ୍ଷ୍ଟାଣ୍ଡ। ରାଜ୍ୟର ସବୁଠାରୁ ବଡ଼ ବସଷ୍ଟାଣ୍ଡର ନବୀକରଣ କରି ଏହାକୁ ଆନ୍ତରାଜ୍ୟ ବସ୍ ଟର୍ମିନାଲରେ ପରିଣତ କରିବାକୁ କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର।
ଗୁରୁବାର ରାଜ୍ୟ...
ଆସିଲା ରିପୋର୍ଟ – ହରପିସ୍ ହିଁ ନେଇଛି ନନ୍ଦନକାନନରେ ହାତୀଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ଦନକାନନରେ ହାତୀ ମୃତ୍ୟୁ ଘଟଣାର ଆସିଲା ରିପୋର୍ଟ। ହର୍ପିସ୍ ଭୂତାଣୁ ସଂକ୍ରମଣ ଯୋଗୁଁ ହିଁ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏନେଇ ଭେଟେନାରୀ ପାଥୋଲୋଜି ବିଭାଗୀୟ ସୂଚନା...
୧୧ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୧୧ଟି ଜିଲ୍ଲାରେ ଗୁରୁବାର ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ବାଲେଶ୍ଵର, ଯାଜପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର,...





















